ଭୁବନେଶ୍ୱର, ୧୪ ଫେବୃଆରୀ ୨୦୨୫
ପ୍ରଦେଶ ଯବୁ କଂଗେସ୍ର ପକ୍ଷରୁ ପ୍ରଦେଶ କଂଗ୍ରେସ କାର୍ଯ୍ୟ ।ଳୟରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆନ୍ଦୋଳନରତ ଆୟୁଷ ଡାକ୍ତରଙ୍କ ଦାବିକୁ ସମର୍ଥନ ଜଣାଇଛି ଯୁବ କଂଗେସ୍ର । ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଶ୍ରୀ ରଞ୍ଜିତ ପାତ୍ର କହିଛନ୍ତି ଯେ ଆୟୁଷ ଛାତ୍ରଙ୍କ ପ୍ରତି ଅନ୍ୟାୟ କରାଯାଇଛି। ସରକାର ତୁରନ୍ତ ତାଙ୍କ ଦାବକି ୁ ସମଥର୍ନ କରନ୍ତୁ। ପୂବର୍ତ ନ ପ୍ରଦେଶ ଛାତ୍ର କଂଗେସ୍ର ସଭାପତି ତଥା ଭବୁ ନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ଶ୍ରୀ ୟାସିର ନୱାଜ କହଥି ôଲେ ଯେ ଛାତ୍ରମାନଙ୍କର ଅଭିଯୋଗ ଅନୁଯାୟୀ ଆୟୁଷର ନେି ର୍ଦ୍ଦଶକ ପେମ୍ର ୍ଜିତ୍ ନାୟକ, ନୋଡାଲ ଅଫସି ର ଡା. ପ୍ରମୋଦ ବହି ।ରୀ ପ୍ରଧାନ ଏବଂ ସେକ୍ସନ ଅଫିସର ପ୍ରମୋଦ ନାଥ ଶର୍ମା ଓଡିଶ଼ ।ରେ ଆୟୁଷର ଉନ୍ନତି କ୍ଷେତ୍ରରେ ବାଧକ ସାଜିଛନ୍ତି। ପୂବର୍ତ ନ ପିସିସି ସାଧାରଣ ସମ୍ପାଦକ ମନୋଜ ବଶି ।୍ୱଳ କହିଛନ୍ତି ଯେ ବାରମ୍ବାର ଅନୁରୋଧ ସତ୍ୱେ ନିଦ୍ଧର୍ଷ୍ଟି ନୀତି ନିର୍ଦ୍ଧାରଣ ଭିତ୍ତିଭୂମିର ଉନତ୍ନ ଏବଂ ଛାତ୍ରମାନଙ୍କର ସ୍ୱାର୍ଥ ପ୍ରତି ଉଦାସୀନ ମନୋଭାବ ପୋଷଣ କରାଯାଉଛ।ି ଯାହାଫଳରେ ଆୟୁଷ ଉପରେ ନଭି ର୍ରଶୀଳ ଛାତ୍ର ଶିକ୍ଷକ ଏବଂରୋଗୀ ଅସୁବିଧାରେ ପଡ଼ୁଛନ୍ତି। ଛାତ୍ର ଛାତ୍ରୀମାନେ କିପରି ଷ୍ଟାଇପେଣ୍ଡ ପାଇପାରିବେନି, ତା’ର ଷଡ଼ଯନ୍ତ୍ର ମଧ୍ୟ ନେି ଦ୍ଧର୍ଶ କ କରୁଛନ୍ତି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ଆୟୁଷ ନିଦ୍ଦେର୍ଶ ।ଳୟରେ ପିସି କାରବାର ଚାଲିଛି। ଦନୁ ର୍ୀତି ଗସ୍ତ୍ର , ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ନିଦ୍ଦେର୍ଶ କ ସେମାନଙ୍କ ଉପରୁ ଅଭିଯୋଗକୁ ପ୍ରତ୍ୟାହାର କରେି ନଉଛନ୍ତି। ରାଜ୍ୟ ବାହାରର ଆୟୁର୍ବେଦ କମ୍ପାନୀଙ୍କ ଠାରୁ ଅନୁଗୃହୀତ ହୋଇ ସେମାନଙ୍କୁ ଟେଣ୍ଡର ଜିତିବା ପାଇଁ ସହଯୋଗ କରଛୁ ନ୍ତି। ଓଡଶ଼ି ।ରେ ଆୟୁଷ ବ୍ୟବସ୍ଥା ଦିନକୁ ଦିନ ରସାତଳ ହୋଇପଡ଼ୁଥôବ । ସ୍େଥ ଳ, ବେି ଜପି ସରକାର ଏହାକୁ ପରିପୁଷ୍ଟ କରିବାକୁ କୋଣୌ ସି ପଦକ୍ଷେପ ନେଉନାହାନ୍ତି। ଛାତ୍ର ଛାତ୍ରୀ ମାନଙ୍କ ଦାବିକୁ ବିଚାରକୁ ନେବାକୁ ଯୁବ କଂଗ୍ରେସ ଦାବି କରିଛନ୍ତି।
Post a Comment