loading...

ଏକକ ନାଟକ “ଅପରାହ୍ନର ଆକାଶ” ଓ “ଶେଷ ପୃଷ୍ଠା”ର ମଞ୍ଚାୟନ

ଭୁବନେଶ୍ୱର, ୧୬ ଅକ୍ଟୋବର ୨୦୨୫

ଭୁବନେଶ୍ୱରର ଅଗ୍ରଣୀ ନାଟ୍ୟାନୁଷ୍ଠାନ ପାଦ ଚିହ୍ନଅକ୍ଟୋବର ୧୮ ୧୯ ତାରିଖରେ ରବୀନ୍ଦ୍ର ମଣ୍ଡପ ଭୁବନେଶ୍ବରରେ ମଞ୍ଚାୟନ କରିବାକୁ ଯାଉଛି ଦୁଇଟି ସମସାମୟିକ ପ୍ରାଣସ୍ପର୍ଶୀ ଏକକ ନାଟକ ଅପରାହ୍ନର ଆକାଶଶେଷ ପୃଷ୍ଠା" ୧୮ ତାରିଖ ସନ୍ଧ୍ୟାରେ ଅପରାହ୍ନର ଆକାଶ୧୯ ତାରିଖ ସନ୍ଧ୍ୟାରେ ଶେଷ ପୃଷ୍ଠାନାଟକ ମଞ୍ଚାୟନ ହବ ଦୁଇଟି ନାଟକର ରଚନା ନିର୍ଦେଶନା ଦେଇଛନ୍ତି ପ୍ରଥୂତଯଶା ନାଟ୍ୟକାର ନିର୍ଦେଶକ ଲଲାଟେନ୍ଦୁ ରଥ । 

ସମସାମୟିକ ବଳିଷ୍ଟ କାହାଣୀକୁ ନେଇ ରଚିତ ଦୁଇଟି ଏକକ ନାଟକରେ ଏକକ ଅଭିନୟ କରିଛନ୍ତି ସୁଦକ୍ଷ ମଞ୍ଚଶିଳ୍ପୀ ଅସୀମ 

ବେହେରା ଶୁଭସ୍ମିତା ବିଶ୍ବାଳ । 

ନାଟ୍ୟକାର ଲଲାଟେନ୍ଦୁ ରଥଙ୍କ ତିନୋଟି ଏକକ ନାଟକ ସଂକଳନ ସହଯାତ୍ରୀ, ଅପରାହ୍ନର ଆକାଶଶେଷ ପ୍ରୁଷ୍ଠାମଧ୍ଯ ଏହି ଅବସରରେ ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି । 

ଉଭୟ ସନ୍ଧ୍ୟାରେ ଶ୍ରୀ ମନ୍ମଥ ଶତପଥୀ, ଶ୍ରୀ ଗୌରହରି ଦାସ, ଶ୍ରୀ ଲାଲା ବିରେନ ପ୍ରସାଦ ରାୟ, ଡଃ.ଚନ୍ଦ୍ରଶେଖର ହୋତା ଅତିଥ୍‌ ଭାବରେ ଯୋଗ ଦେବାପାଇଁ ସମ୍ମତି ଦେଇଛନ୍ତି । 

ଅନେକ ଦିନ ପର୍ଯ୍ୟନ୍ତ ମନେରଖ୍ ପରି ଏହି ନାଟକ ଦୁଇଟିକୁ ବହୁସଙ୍ଖ୍ୟାରେ ନାଟ୍ୟପ୍ରେମୀ ସହ ଦର୍ଶକ ବନ୍ଧୁମାନେ ଯେମିତି ଦେଖିପାରିବେ ସେଥିପାଇଁ ବହୁଳ ପ୍ରଚାର ପ୍ରସାର କରିବା ନିମନ୍ତେ ପ୍ରିଣ୍ଟ ଇଲେକ୍ଟ୍ରୋନିକ ମିଡିଆର ବନ୍ଧୁମାନଙ୍କୁ ପାଦଚିହ୍ନର ସଭାପତି ଅସୀମ ବେହେରା, ଉପସଭାପତି ଦେବ ରଞ୍ଜନ ମହାପାତ୍ର ସାଧାରଣ ସମ୍ପାଦକ ପିନ୍ମୟ ଦାସ ସବିନୟ ଅନୁରୋଧ ଜଣାଉଛନ୍ତି । 


Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget