loading...

ଚାକିରୀ ବିକିରି ରୋକିବା ଦାବିରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ

ଭୁବନେଶ୍ୱର, ମାର୍ଚ୍ଚ ୨୦୨୫

ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସର ଏକ ରାଲି କଂଗ୍ରେସ ଭବନରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯର୍୍ୟନ୍ତ ଯାଇଥିଲା। ସେଠାରେ ଯୁବ କଂଗ୍ରେସ କର୍ମୀମାନେ ସରକାରୀ ଚାକିରି ବିକିରି ଉପରେ ରୋକ୍ ଲଗାଇବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଘେରାଉ କରିଥିଲେ। ଏହି ପରିପ୍ରେକ୍ଷିରେ ଯୁବ କଂଗ୍ରେସ ପକ୍ଷରୁ ରଞ୍ଜିତ ପାତ୍ର କହିଛନ୍ତି ଯେ ଆଗାମୀ ମାର୍ଚ୍ଚ ୮ ଓ ୯ ତାରିଖରେ ଓଡ଼ିଶା ପୁଲିସ୍ ଏସ୍‌.ଆଇ. ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ରେ ନିଯୁକ୍ତି ପାଇଁ ଆଇ.ଟି. ଆଇ.ଏ.ଏଲ ମାଧ୍ୟମ ଯେଉଁ ଠକ କମ୍ପାନୀ ରିଚ୍‌ମାଇଣ୍ଡ ଡିଜିଟାଲ ପ୍ରାଇଭେଟ୍ ଲିମିଟେଡ୍‌କୁ ପରୀକ୍ଷା ପରିଚାଳନା ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ସେଥିରେ ଅଧିକାଂଶ ପଦବୀ ଖୋଲାଖୋଲି ବିକ୍ରି ହୋଇଯିବ। କାରଣ ଏହି କମ୍ପାନୀର କଳାକାରନାମା ସଂପର୍କରେ ଦେଶବାସୀ ଜାଣନ୍ତି। ପୂର୍ବରୁ ଭୁବନେଶ୍ୱର ମେଟ୍ରୋ ରେଳବାଇ ନିର୍ମାଣ ଦାୟିତ୍ୱ ମଧ୍ୟ ସେହିଭଳି ଏକ ଠକ କମ୍ପାନୀ ରଞ୍ଜିତ ବିଲ୍ଡକନ୍‌କୁ ଦିଆଯାଇଛି। ଶ୍ରୀ ପାତ୍ର କହିଛନ୍ତି ଯେ ଯୁବ କଂଗ୍ରେସ ସବୁବେଳେ ସରକାରୀ ନିଯୁକ୍ତିରେ ଦୁର୍ନୀତିରେ ଶିକାର ହୋଇଥିବା ପରୀକ୍ଷାର୍ଥିୀ ମାନଙ୍କ ପାଇଁ ସଂଗ୍ରାମ କରି ଆସୁଛି। ଏହି ପରୀକ୍ଷା ଆୟୋଜନ ପୂର୍ବରୁ ଅଧିକାଂଶ ପଦବୀ ବିକ୍ରୀ ହେବାପାଇଁ ଷଡ଼ଯନ୍ତ୍ର ଆରମ୍ଭ ହୋଇସାରିଛି। 

ଓଞଓ ଖଗ୍ଧୟ. ଓଡ଼ିଶା ପୋଲିସର ଏହି ନଯୁକ୍ତି ପାଇଁ ଟେଣ୍ଡର ହାସଲ କରିଥିଲା। ଗତବର୍ଷ କ୍ୟାଣ୍ଡିଡେଟ ପିଛା ୨୬୬ ଟଙ୍କାରେ ଟେଣ୍ଡର ଫାଇନାଲ ହୋଇଥିବା ବେଳେ ଏବର୍ଷ କପରି ୨୪୭ ଟଙ୍କାରେ ଓଞଓ ଖଗ୍ଧୟ. ଓଡ଼ିଶା ସରକାରଙ୍କ ଠାରୁ ଏହି ଟେଣ୍ଡର ପାଇଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ଦରଦାମ ୭ ପ୍ରତିଶତ ବଢ଼ିଥିବା ବେଳେ, ପରୀକ୍ଷାର ବିଭିନ୍ନ ଉପକରଣ କ୍ରୟ କ୍ଷେତ୍ରରେ କିପରି ଏହା ଭରଣା ହୋଇପାରିବ। ଗତବର୍ଷ ଅପେକ୍ଷା ଏବର୍ଷ ୬.୪ ପ୍ରତିଶତ କମ ହାରରେ ଟେଣ୍ଡର ଫାଇନାଲ ହୋଇଛି। 

ଓଞଓ ଖଗ୍ଧୟ. ଏକ ପିଏସୟୁ, ଯେଉଁ ସଂସ୍ଥା ଏହି ପରୀକ୍ଷା ପରିଚାଳନା କରିବାପାଇଁ ଜସମଷଜ୍ଞସଦ୍ଭୟ ଊସଶସଗ୍ଧବକ୍ଷ ଚଙ୍ଖଗ୍ଧ. ଖଗ୍ଧୟ. ଭଳି ଏକ କମ୍ପାନୀକୁ ସବ କଂଟ୍ରାକ୍ଟ ଦେଇଛି। ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା ୨୦୨୧ ଏବଂ ଫାୟାର ଡିପାର୍ଟମେଂଟ ପରୀକ୍ଷା ୨୦୨୩ ପରିଚାଳନ କରିବାପାଇଁ ଓଞଓ ଖଗ୍ଧୟ., ଜସମଷଜ୍ଞସଦ୍ଭୟ ଊସଶସଗ୍ଧବକ୍ଷ ଚଙ୍ଖଗ୍ଧ. ଖଗ୍ଧୟ. କୁ ଦାୟୀତ୍ୱ ହସ୍ତାନ୍ତର କରିଥିଲା। ଏବେ ମଧ୍ୟ ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା ପରିଚାଳନ କରିବାକୁ ସେହି ଜସମଷଜ୍ଞସଦ୍ଭୟ ଊସଶସଗ୍ଧବକ୍ଷ ଚଙ୍ଖଗ୍ଧ. ଖଗ୍ଧୟ. ଦାୟୀତ୍ୱ ଦିଆଯାଇଛି। 

ଓଞଓ ଖଗ୍ଧୟ., ଝଗ୍ଧବଗ୍ଧର ଚକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭ ଉକ୍ଟଦ୍ଭଗ୍ଧକ୍ସକ୍ଟକ୍ଷ ଈକ୍ଟବକ୍ସୟ ଏବଂ ଙୟସଗ୍ଦଷବ ଝଗ୍ଧବଗ୍ଧର ଉସଙ୍ଖସକ୍ଷ ଝଙ୍କକ୍ଟ୍ରକ୍ଟ୍ରକ୍ଷସରଗ୍ଦ ଉକ୍ଟକ୍ସକ୍ଟ୍ରକ୍ଟକ୍ସବଗ୍ଧସକ୍ଟଦ୍ଭ ଖଗ୍ଧୟ. ର ଦୁଇଟି ଟେଣ୍ଡର ହାସଲ କରିଥିଲା କିନ୍ତୁ ବିଭିନ୍ନ ପରୀକ୍ଷା ପରିଚାଳନରେ ତ୍ରୁଟିବିଚ୍ୟୁତି ଏବଂ ଦୁର୍ନୀତି ପାଇଁ ଏହି ଟେଣ୍ଡରକୁ ବାତିଲ କରାଯାଇଥିଲା। ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଜସମଷଜ୍ଞସଦ୍ଭୟ ଊସଶସଗ୍ଧବକ୍ଷ ଚଙ୍ଖଗ୍ଧ. ଖଗ୍ଧୟ. ଏକ ଦୁର୍ନୀତିଖୋର ଏବଂ ଅସାଧୁ ସଂସ୍ଥା। ଏହା ଏକ ଗୁଜୁରାଟି ସଂସ୍ଥା। ଏହି ସଂସ୍ଥା ଓଞଓ ଖଗ୍ଧୟ. ଏବଂ ଈକ୍ସକ୍ଟବୟମବଗ୍ଦଗ୍ଧ ଋଦ୍ଭଶସଦ୍ଭରରକ୍ସସଦ୍ଭଶ ଉକ୍ଟଦ୍ଭଗ୍ଦଙ୍କକ୍ଷଗ୍ଧବଦ୍ଭଗ୍ଧଗ୍ଦ ଓଦ୍ଭୟସବ ଖଗ୍ଧୟ. (ଈଋଉଓଖ) ମାଧ୍ୟମରେ ଓଡ଼ିଶାରେ ବିଭିନ୍ନ ନିଯୁକ୍ତି ପ୍ରୋଜେକ୍ଟ କାର୍ଯ୍ୟ ନିର୍ବାହ କରିବାପାଇଁ ଦାୟୀତ୍ୱ ପୂର୍ବରୁ ପାଇଥିଲା।

୧. ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା -୨୦୨୨ର ପରିଚାଳନା ପାଇଁ ଈଋଉଓଖ ଟେଣ୍ଡର ହାସଲ କରିଥିଲା। ସିବିଟି ମୋଡରେ ପରୀକ୍ଷା କରିବାକୁ ଜସମଷଜ୍ଞସଦ୍ଭୟ ଊସଶସଗ୍ଧବକ୍ଷ ଚଙ୍ଖଗ୍ଧ. ଖଗ୍ଧୟ. କୁ ଦାୟୀତ୍ୱ ହସ୍ତାନ୍ତର କଲା। କିନ୍ତୁ ସଫୱାୟାରରେ ସମସ୍ୟା ପାଇଁ ଦୁଇଥର ପରୀକ୍ଷା ବାତିଲ ହେଲା ଏବଂ ଶେଷରେ ତୃତୀୟ ଥରରେ ଅଫଲାଇନରେ ଏହି ପରୀକ୍ଷା ହେଲା। 

୨. ଜସମଷଜ୍ଞସଦ୍ଭୟ ଊସଶସଗ୍ଧବକ୍ଷ ଚଙ୍ଖଗ୍ଧ. ଖଗ୍ଧୟ. ର ମାଲିକ ହେଉଛନ୍ତି। ରିତୁ ନିଶିକାନ୍ତ ସିହ୍ନା ଯାହାଙ୍କର ସ୍ୱାମୀ ହେଉଛନ୍ତି ନିଶିକାନ୍ତ ସିହ୍ନା। ଏହି ସଂସ୍ଥା ପରୀକ୍ଷା ପରିଚାଳନାରେ ବହୁ ଦୁର୍ନୀତି ଅବଲମ୍ବନ କରିଥିବାର ଦୃଷ୍ଟାନ୍ତ ରହିଛି। ନିଶିକାନ୍ତ ସିହ୍ନା ଏହି ସଂସ୍ଥାର ପରୀକ୍ଷା ପରିଚାଳନାରେ ବ୍ୟାପକ ଅସାଧୁ କାର୍ଯ୍ୟରେ ସଂପୃକ୍ତ ଥିବାର ଅଭିଯୋଗ ରହିଛି। ପ୍ରଶ୍ନପତ୍ର ପ୍ରଘଟ, ନମ୍ବର ବଢ଼ାଚଢ଼ା ଏବଂ ନିଯୁକ୍ତିରେ ଲାଂଚ କାରବାର ପ୍ରଭୃତି କାର୍ଯ୍ୟ ଏହି ସଂସ୍ଥାରେ ହୁଏ। ଏହି ସଂସ୍ଥାରେ ନିଶିକାନ୍ତ ସିହ୍ନା ବ୍ୟବସାୟୀକ ଉପଦେଷ୍ଟା ଭାବେ କାର୍ଯ୍ୟ କରନ୍ତି। କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ତଥା ଯୁବ କଂଗ୍ରେସ ନେତା ସୟଦ ୟାସିର ନୱାଜ କହିଲେ ଯେ ଆଗାମୀ ମାର୍ଚ୍ଚ-୮ ଏବଂ ମାର୍ଚ୍ଚ-୯, ୨୦୨୫ ରେ ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ପୋଲିସ ଏସଆଇ, ଫାୟାର ସର୍ଭିସର ଷ୍ଟେସନ ଅଫିସର ଏବଂ ଆସିଷ୍ଟାଣ୍ଡ ଜେଲର ନିଯୁକ୍ତି ପାଇଁ ପରୀକ୍ଷା ଅନ୍ତର୍ଭୁକ୍ତ। ଏହି ପରୀକ୍ଷାରେ ବ୍ୟାପକ ଦୁର୍ନୀତିର ସମ୍ଭାବନା ରହିଛି ବୋଲି ଶ୍ରୀ ନୱାଜ ଅଭିଯୋଗ କରିଛନ୍ତି। 

ଓଞଓ ଖଗ୍ଧୟ. ଓଡ଼ିଶା ପୋଲିସର ଏହି ନଯୁକ୍ତି ପାଇଁ ଟେଣ୍ଡର ହାସଲ କରିଥିଲା। ଗତବର୍ଷ କ୍ୟାଣ୍ଡିଡେଟ ପିଛା ୨୬୬ ଟଙ୍କାରେ ଟେଣ୍ଡର ଫାଇନାଲ ହୋଇଥିବା ବେଳେ ଏବର୍ଷ କପରି ୨୪୭ ଟଙ୍କାରେ ଓଞଓ ଖଗ୍ଧୟ. ଓଡ଼ିଶା ସରକାରଙ୍କ ଠାରୁ ଏହି ଟେଣ୍ଡର ପାଇଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ଦରଦାମ ୭ ପ୍ରତିଶତ ବଢ଼ିଥିବା ବେଳେ, ପରୀକ୍ଷାର ବିଭିନ୍ନ ଉପକରଣ କ୍ରୟ କ୍ଷେତ୍ରରେ କିପରି ଏହା ଭରଣା ହୋଇପାରିବ। ଗତବର୍ଷ ଅପେକ୍ଷା ଏବର୍ଷ ୬.୪ ପ୍ରତିଶତ କମ ହାରରେ ଟେଣ୍ଡର ଫାଇନାଲ ହୋଇଛି। 

ଓଞଓ ଖଗ୍ଧୟ. ଏକ ପିଏସୟୁ, ଯେଉଁ ସଂସ୍ଥା ଏହି ପରୀକ୍ଷା ପରିଚାଳନା କରିବାପାଇଁ ଜସମଷଜ୍ଞସଦ୍ଭୟ ଊସଶସଗ୍ଧବକ୍ଷ ଚଙ୍ଖଗ୍ଧ. ଖଗ୍ଧୟ. ଭଳି ଏକ କମ୍ପାନୀକୁ ସବ କଂଟ୍ରାକ୍ଟ ଦେଇଛି। ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା ୨୦୨୧ ଏବଂ ଫାୟାର ଡିପାର୍ଟମେଂଟ ପରୀକ୍ଷା ୨୦୨୩ ପରିଚାଳନ କରିବାପାଇଁ ଓଞଓ ଖଗ୍ଧୟ., ଜସମଷଜ୍ଞସଦ୍ଭୟ ଊସଶସଗ୍ଧବକ୍ଷ ଚଙ୍ଖଗ୍ଧ. ଖଗ୍ଧୟ. କୁ ଦାୟୀତ୍ୱ ହସ୍ତାନ୍ତର କରିଥିଲା। ଏବେ ମଧ୍ୟ ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା ପରିଚାଳନ କରିବାକୁ ସେହି ଜସମଷଜ୍ଞସଦ୍ଭୟ ଊସଶସଗ୍ଧବକ୍ଷ ଚଙ୍ଖଗ୍ଧ. ଖଗ୍ଧୟ. ଦାୟୀତ୍ୱ ଦିଆଯାଇଛି। 

ଓଞଓ ଖଗ୍ଧୟ., ଝଗ୍ଧବଗ୍ଧର ଚକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭ ଉକ୍ଟଦ୍ଭଗ୍ଧକ୍ସକ୍ଟକ୍ଷ ଈକ୍ଟବକ୍ସୟ ଏବଂ ଙୟସଗ୍ଦଷବ ଝଗ୍ଧବଗ୍ଧର ଉସଙ୍ଖସକ୍ଷ ଝଙ୍କକ୍ଟ୍ରକ୍ଟ୍ରକ୍ଷସରଗ୍ଦ ଉକ୍ଟକ୍ସକ୍ଟ୍ରକ୍ଟକ୍ସବଗ୍ଧସକ୍ଟଦ୍ଭ ଖଗ୍ଧୟ. ର ଦୁଇଟି ଟେଣ୍ଡର ହାସଲ କରିଥିଲା କିନ୍ତୁ ବିଭିନ୍ନ ପରୀକ୍ଷା ପରିଚାଳନରେ ତ୍ରୁଟିବିଚ୍ୟୁତି ଏବଂ ଦୁର୍ନୀତି ପାଇଁ ଏହି ଟେଣ୍ଡରକୁ ବାତିଲ କରାଯାଇଥିଲା। ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଜସମଷଜ୍ଞସଦ୍ଭୟ ଊସଶସଗ୍ଧବକ୍ଷ ଚଙ୍ଖଗ୍ଧ. ଖଗ୍ଧୟ. ଏକ ଦୁର୍ନୀତିଖୋର ଏବଂ ଅସାଧୁ ସଂସ୍ଥା। ଏହା ଏକ ଗୁଜୁରାଟି ସଂସ୍ଥା। ଏହି ସଂସ୍ଥା ଓଞଓ ଖଗ୍ଧୟ. ଏବଂ ଈକ୍ସକ୍ଟବୟମବଗ୍ଦଗ୍ଧ ଋଦ୍ଭଶସଦ୍ଭରରକ୍ସସଦ୍ଭଶ ଉକ୍ଟଦ୍ଭଗ୍ଦଙ୍କକ୍ଷଗ୍ଧବଦ୍ଭଗ୍ଧଗ୍ଦ ଓଦ୍ଭୟସବ ଖଗ୍ଧୟ. (ଈଋଉଓଖ) ମାଧ୍ୟମରେ ଓଡ଼ିଶାରେ ବିଭିନ୍ନ ନିଯୁକ୍ତି ପ୍ରୋଜେକ୍ଟ କାର୍ଯ୍ୟ ନିର୍ବାହ କରିବାପାଇଁ ଦାୟୀତ୍ୱ ପୂର୍ବରୁ ପାଇଥିଲା।

୧. ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା -୨୦୨୨ର ପରିଚାଳନା ପାଇଁ ଈଋଉଓଖ ଟେଣ୍ଡର ହାସଲ କରିଥିଲା। ସିବିଟି ମୋଡରେ ପରୀକ୍ଷା କରିବାକୁ ଜସମଷଜ୍ଞସଦ୍ଭୟ ଊସଶସଗ୍ଧବକ୍ଷ ଚଙ୍ଖଗ୍ଧ. ଖଗ୍ଧୟ. କୁ ଦାୟୀତ୍ୱ ହସ୍ତାନ୍ତର କଲା। କିନ୍ତୁ ସଫୱାୟାରରେ ସମସ୍ୟା ପାଇଁ ଦୁଇଥର ପରୀକ୍ଷା ବାତିଲ ହେଲା ଏବଂ ଶେଷରେ ତୃତୀୟ ଥରରେ ଅଫଲାଇନରେ ଏହି ପରୀକ୍ଷା ହେଲା। 

୨. ଜସମଷଜ୍ଞସଦ୍ଭୟ ଊସଶସଗ୍ଧବକ୍ଷ ଚଙ୍ଖଗ୍ଧ. ଖଗ୍ଧୟ. ର ମାଲିକ ହେଉଛନ୍ତି। ରିତୁ ନିଶିକାନ୍ତ ସିହ୍ନା ଯାହାଙ୍କର ସ୍ୱାମୀ ହେଉଛନ୍ତି ନିଶିକାନ୍ତ ସିହ୍ନା। ଏହି ସଂସ୍ଥା ପରୀକ୍ଷା ପରିଚାଳନାରେ ବହୁ ଦୁର୍ନୀତି ଅବଲମ୍ବନ କରିଥିବାର ଦୃଷ୍ଟାନ୍ତ ରହିଛି। ନିଶିକାନ୍ତ ସିହ୍ନା ଏହି ସଂସ୍ଥାର ପରୀକ୍ଷା ପରିଚାଳନାରେ ବ୍ୟାପକ ଅସାଧୁ କାର୍ଯ୍ୟରେ ସଂପୃକ୍ତ ଥିବାର ଅଭିଯୋଗ ରହିଛି। ପ୍ରଶ୍ନପତ୍ର ପ୍ରଘଟ, ନମ୍ବର ବଢ଼ାଚଢ଼ା ଏବଂ ନିଯୁକ୍ତିରେ ଲାଂଚ କାରବାର ପ୍ରଭୃତି କାର୍ଯ୍ୟ ଏହି ସଂସ୍ଥାରେ ହୁଏ। ଏହି ସଂସ୍ଥାରେ ନିଶିକାନ୍ତ ସିହ୍ନା ବ୍ୟବସାୟୀକ ଉପଦେଷ୍ଟା ଭାବେ କାର୍ଯ୍ୟ କରନ୍ତି।

ଆଜିର ଏହି କାର୍ଯ୍ୟକ୍ରମରେ ମହମ୍ମଦ ଇନ୍‌ଦାଦ, ୟାସିର ନୱାଜ, ନିହାର ବେହେରା, ସୁଦୀପ ସାମଲ, ଗୋପନ ମାର୍ଥା, ଉଦିତ ପ୍ରଧାନ,ସ୍ୱାଗତ କର,ମହମ୍ମଦ ପରଭେଜ, ସ୍ପନ୍ଦନ ସ୍ୱାଇଁ ଓ ବାଦଲ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget