ଭୁବନେଶ୍ୱର, ୨୮ ମାର୍ଚ୍ଚ ୨୦୨୫
ରାଜ୍ୟ କଂଗ୍ରେସ ଦ୍ୱାରା ଆହୁତ ନାରୀ ନ୍ୟାୟ ସମାବେଶକୁ ସଫଳ କରାଇଥିବା ହେତୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ ଜିଲ୍ଲାର ନେତୃବୃନ୍ଦ ଯଥା କିଶୋର ଜେନା, ଶୁଭେନ୍ଦୁ ମହାନ୍ତି, ସୁବ୍ରତ ମହାପାତ୍ର, ପ୍ରଶାନ୍ତ ଚମ୍ପତି, ଅଶୋକ ଦାସ, ରଜନୀ ମହାନ୍ତି, ପ୍ରକାଶ ଜେନା, ଗୀତାଞ୍ଜଳି ମହାନ୍ତି, ମନିସା ଦାସ ପଟ୍ଟନାୟକ, ଚୈତାଳୀ ପଟ୍ଟନାୟକ, ପ୍ରଣତୀ ମିଶ୍ର, ସ୍ନେହାଜେନା, ଶ୍ରୀୟା ମହାନ୍ତି, କୁସୁମ ପ୍ରଧାନ, ସିଲି ସେଠୀ, ମୋହନ ଜେନା, ମନୋରଞ୍ଜନ ଜେନା, ଅଶୋକ କୁମାର ଦାସ, ବ୍ରହ୍ମାନନ୍ଦ ସାହୁ, ଇନ୍ଦ୍ରଜିତ ପରିଡ଼ା, ଅନୱାର ଖାନ୍, ଶେକ୍ ତାକୱିମ୍, ସୌମେନ୍ଦ୍ର ମହାନ୍ତି, ଦୀପକ ସାହୁ, ମଂଟୁ ମଲ୍ଲିକ, ନାରାୟଣ ଜେନା ଓ ଅନ୍ୟ କଂଗ୍ରେସ ନେତୃବର୍ଗ ଓ କଂଗ୍ରେସ କର୍ମୀମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ହେତୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ କଂଗ୍ରେସ ସଂଗଠନକୁ ଅଧିକ ସଂଗଠିତ ଓ ସୁଦୃଢ଼ କରିବା ପାଇଁ ସମସ୍ତଙ୍କୁ ସହଯୋଗ କାମନା କରିଛନ୍ତି।
Post a Comment