loading...

ଷ୍ଟେଟ ବ୍ଯାଙ୍କ ପେନସନ ଫଣ୍ଡ ଦ୍ଵାରା ଭୂମିକା ଚକ୍ଷୁ ଚିକିତ୍ସାଳୟକୁ ଭ୍ରାମ୍ୟମାଣ ମେଡିକାଲ ଭ୍ୟାନ ପ୍ରଦାନ

ଭୁବନେଶ୍ୱର, ୦୪ ଏପ୍ରିଲ୍ ୨୦୨୫




ଷ୍ଟେଟ ବ୍ଯାଙ୍କ ପେନସନ ଫଣ୍ଡ ପ୍ରାଇଭେଟ ଲିମିଟେଡ୍ ଦ୍ଵାରା ଭୁମିକା ଚକ୍ଷୁ ଚିକିତ୍ସାଳୟକୁ ଏକ ଭ୍ରାମ୍ୟମାଣ ମେଡିକାଲ୍ ଭ୍ୟାନ ଏବଂ ଯନ୍ତ୍ରପାତି ପ୍ରଦାନ କରାଯାଇଛି। ଭାରତୀୟ ଷ୍ଟେଟ ବ୍ଯାଙ୍କ , ସ୍ଥାନୀୟ ପ୍ରଧାନ  କାର୍ଯ୍ୟାଳୟ ଭୁବନେଶ୍ୱର ପରିସରରେ ତା 4 ଏପ୍ରିଲ 2025ଦିନ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରଣୟ ରଂଜନ ଦ୍ୱିବେଦୀ ଭୁମିକା ଚକ୍ଷୁ ଚିକିତ୍ସାଳୟର  ଅଧିକାରୀ ମାନଙ୍କୁ ଏହି ଗାଡି ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳ ମୁଖ୍ୟ ମହା ପ୍ରବନ୍ଧକ ଶ୍ରୀ ଦୀନେଶ ପ୍ରୁଥିଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget