loading...

ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ସାମୂହିକ ସୁସ୍ଥତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୧୮ ଅକ୍ଟୋବର ୨୦୨୫ 




ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଭୁବନେଶ୍ୱର ଓ କଟକ ଶାଖା ମୁଖ୍ୟଙ୍କ ପାଇଁ ଭୁବନେଶ୍ୱରଠାରେ କର୍ମଚାରୀ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ସାମୂହିକ ସୁସ୍ଥତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଧ୍ୟାନ ମାଧ୍ୟମରେ ଚାପ ପରିଚାଳନା ଉପରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କର୍ମଚାରୀମାନଙ୍କ ବ୍ୟକ୍ତିଗତ ଏବଂ କର୍ମମୟ ଜୀବନ ମଧ୍ୟରେ କିପରି ସନ୍ତୁଳନ ବଜାୟ ରହିବ ସେ ବିଷୟରେ ଆଲୋକପାତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅଧିନରେ ଏକ ଯୋଗ ଅଧିବେଶନ ମଧ୍ୟ ରଖାଯାଇଥିଲା। ସମସ୍ତ ଶାଖା ମୁଖ୍ୟ ଏହି କାର୍ଯ୍ୟକ୍ରମରୁ ଉପକୃତ ହୋଇଥିଲେ ଏବଂ କାର୍ଯ୍ୟକ୍ରମଟି ଅତ୍ୟନ୍ତ ସଫଳ ହୋଇଥିଲା।


Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget