loading...

ଓଏମ୍‌ସି ପାଇଲା ‘କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର’

ଭୁବନେଶ୍ୱର, ୨୧ ନଭେମ୍ବର ୨୦୨୫



ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ପାଞ୍ଚୋଟି ଖଣିକୁ ‘କଳିଙ୍ଗ ସୁରକ୍ଷା ଉତ୍କର୍ଷ ତ୍କର୍ଷ ପୁରସ୍କାର’ ମିଳିଛି। ଇନ୍‌ଷ୍ଟିଚ୍ୟୁଟ ଅଫ୍ କ୍ଵାଳି ଆଣ୍ଡ୍ ଏନ୍‌ଭାଇରନ୍‌ମେଣ୍ଟ ମ୍ୟାନେଜମେ ମେଣ୍ଟ ସର୍ଭି ସେ ସ୍ ( ଆ ଇ କ୍ୟୁ ଇ ଏ ମ୍ ଏସ୍ ) ଦ୍ବାରା ଭୁବନେଶ୍ୱରଠାରେ ଆୟୋଜିତ ୧୬ତମ ଜାତୀୟ ସୁ ସୁରକ୍ଷା କନ୍ ନନ୍‌କ୍ଳେଭରେ ୨୦୨୫ରେ ଓଏମ୍‌ସିକୁ ଏହି ସମ୍ମାନ ପ୍ରଦାନ କରାଯା ପାଇଛି। କାର୍ଯ୍ୟଦକ୍ଷତା ଏବଂ ସର୍ବୋଚ୍ଚ ସୁରକ୍ଷା ମାନଦଣ୍ଡ କ୍ଷେତ୍ରରେ ପ୍ରତିବଦ୍ଧତା ପାଇଁ ଓଏମ୍‌ସିର ୫ଟି କାର୍ଯ୍ୟକ୍ଷମ ଖଣିକୁ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଏହି ସମ୍ମାନରେ ସମ୍ମାନିତ କରିଥିଲେ। ନିଗମର ରୋଇଡା—ସି ଲୁହାପଥର ଓ ମାଙ୍ଗାନିଜ ଖଣି, କୋଡିଙ୍ଗାମାଳି ବକ୍ସାଇଟ ଖଣି ପ୍ଲାଟିନମ୍ ପୁରସ୍କାର ପାଇଥିବାବେଳେ ଗୁଆଳି ଲୁହାପଥର ଖଣି, ତିରିଙ୍ଗପାହାଡ଼ ଲୁହାପଥର ଖଣି ଏବଂ ଅମ୍ପାବାଲି ଚୂନପଥର ଖଣି ସମ୍ମାନ୍‌ଜନକ ସ୍ୱର୍ଣ୍ଣ ପୁରସ୍କାର ପାଇଛି ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget