ଭୁବନେଶ୍ବର :୨୨/୨ : ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଦୁଇଦିନିଆ ଓଡ଼ିଶା ମାଇନିଙ୍ଗ କର୍ପୋରେସନ ଦ୍ବାରା ପ୍ରଯୋଜିତ ୧୦ମ ପୂର୍ବ ଜାତୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ସିଂ ଇଷ୍ଟ ଇଣ୍ଡିଆ- ୫୦ ୫୦ ଭଦଯାପିତ ହୋଇଯାଇଛି । ଏଥିରେ ପୂର୍ବ ଭାରତୀୟ ରାଜ୍ୟଗୁଡ଼ିକ ମଧ୍ୟରୁ ଆସାମ, ମଣିପୁର, ମିଜୋରାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଛତିଶଗଡ, ଓଦ୍ଭିକ୍ଷା ସତ ୮ଟି ରାଜ୍ୟରୁ ପ୍ରାୟ ୨ ୩୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ୭ଟି ଓଜନ ବର୍ଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଓଡ଼ିଶାର ଅନିଲ ଗୋଳିକାର ଶ୍ରେଷ୍ଠ ଦିଦଟିତ ହୋରି 'ମିଷ୍ଟର ଇଷ୍ଟର୍ସ ଇଣ୍ଡିଆ-୨ ୨ ' ଟାଇଟଳ ଅର୍ଜନ କଛନ୍ତି ।
ଏହା ସହିତ ୫୫କେଜି ଓଜନବର୍ଗୀରେ କୁମାର ସିଦ୍ଧାର୍ଥ, ଓଡ଼ିଶାର ଆକବର ଅଲ୍ଲୀ, ପଶ୍ଚିମବଙ୍ଗର ଜିତିଶ କୁମାର ବାରିକ, ୬୦ କେଜିରେ ଓଡ଼ିଶାର ଝାଣ୍ଟୁ ମାଝି, ପଶ୍ଚିମବଙ୍ଗର ଚନ୍ଦନ କୁମାର, ୬୫ କେଜିରେ ବିନୟ କୁମାର ସାହୁ, ବିଜୁନ ମାଝି, ଅଜିସ ମଜୁମଦାର, ୭୦ କେଜିରେ ଜଗନ୍ନାଥ ଖୁଣ୍ଟିଆ ଓଡ଼ିଶା, ଜିତେନ୍ଦ୍ର କୁମାର ରାୟ ପଶ୍ଚିମବଙ୍ଗ, ରଞ୍ଜନ ଦାସ ଆସାମ, ୭୫ କେଜିର ଅନିଲ ଗୋଛିକାର ଓଡ଼ିଶା, ପ୍ରାଣକୃଷ୍ଟ ସାହୁ ଓଡ଼ିଶା, କ୍ଷୁଛାୟନ ଦାସ ପଶ୍ଚିମବଙ୍ଗ, ୮୦ କେଜିରେ ଛବାନୀ ଶଙ୍କର ପୃଷ୍ଟି ଓଡ଼ିଶା, ସୌମ୍ୟରଞ୍ଜନ ସେ ଓଡ଼ିଶା, ବିଶ୍ବଜିତ୍ର ପ୍ରତିହାରୀ ଓଡ଼ିଶା, ୮୦ କେଜିରୁ ଭର୍ଣ୍ଣ ବର୍ଗରେ ପ୍ରଦୀପ୍ତ ସାମନ୍ତ ପଶ୍ଚିମବଙ୍ଗ, ସମିର ନନ୍ଦୀ ପଶ୍ଚିମବଙ୍ଗ, ସୁଜିତ କୁମାର ଜେନା ଓଡ଼ିଶା ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନ ଲାଭ କରିଲେ । ସେହିପରି ମନ୍ ସୋର୍ଟସ ଫିଜିକାଲ ଫିସରେ ପୌରବ ଶର୍ମା ଆସାମ, ରାଜଭର ଅରୁଣାଚଳ ପ୍ରଦେଶ, ନିଳାଦ୍ରୀ ବସୁ ପଶ୍ଚିମବଙ୍ଗ, ମହିଳା ମଡ଼େଲ ଫିଜିକ ସୋସରେ ପଳବୀ ଜୟସାଲ ପଶ୍ଚିମବଙ୍ଗ, ପଟୁଆର ଚୋରି ତୁମର ମିଜୋରାମ, ଶିବାନୀ ଦାସ ଓଡ଼ିଶା ଯଥାକ୍ରମେ ପ୍ରଥମର ତୃତୀୟ ସ୍ଥାନ ଲାଭ କରିଲେ ।
ଏହି ପ୍ରତିଯୋଗିତାର ସୁନ୍ଦର ସ୍ବାସ୍ଥ୍ୟ ସଂଘର ସଭାପତି ତଥା ପଦ୍ମଶ୍ରୀ ଓ ଅର୍ଜୁନ ପୁରସ୍କାର ବିଜେତା ଶ୍ରୀଯୁକ୍ତ ପ୍ରେମର ଡୋରା, ମିଷ୍ଟର ୟୁନିଭର୍ସ ତଥା ବିଶ୍ଵ ଫିଜିକ ଫିଟନେସ ସଂଘର ସବ ତାଙ୍କ ପରେ, ଭାରତ ସରକାରଙ୍କ ଶ୍ରମ ଅୟୁକ୍ତ ଶ୍ରୀଯୁକ୍ତ ଉମେଶ ବୃନ୍ଦ୍ର ମିଶ୍ର ସମ୍ମାନିତ ଅତିଥୁ ରୂପେ ଯୋଗଦାନ କରି କୃତି ପ୍ରତିଯୋଗୀମାନଙ୍କୁ ଅର୍ଥରାଶି, ମାନପତ୍ର, ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥଲେ । ଇଷ୍ଟର୍ସ ଇଣ୍ଡିଆ ସ୍ବାସ୍ଥ୍ୟ ସଂଘର ସଭାପତି ପ୍ରସନ୍ନ ମହାସୁଆର, ସମ୍ପାଦକ କୁଳଦୀପ ରାଜ କର୍ମକାର, ରାଜ୍ୟ ସ୍ବାସ୍ଥ୍ୟ ସଂଘର ପାଟୁନ ମାନସ ରଞ୍ଜନ ମହାପାତ୍ର, ଶୁବନେଶ୍ୱର ଜିଲ୍ଲା ସ୍ୱାସ୍ଥ୍ୟ ସଂଘର କବିରାଜ ସ୍ବାଇଁ, ରାଜ୍ୟ ସ୍ବାସ୍ଥ୍ୟ ସଂଘର ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ, ଯୁଗ୍ଧ ସମ୍ପାଦକ ପ୍ରଫୁଲ୍ଲ ଗୁରୁଙ୍କ ଉପସ୍ଥିତିରେ ପ୍ରତିଯୋଗିତାଟି ଆକର୍ଷଣୀୟ ହୋଇଥୁଲା ।
ପ୍ରତିଯୋଗିତାରେ ବାବୁଲି ସ୍ବାଇଁ, ବିଜୟ ଦାସ, ତରୁଣ ଋଟାର୍ଜୀ ସୁବାସ ପାଲ ମେଘାଳୟ, ସୁଦୀପ୍ତ ସେନଗୁପ୍ତ ପଶ୍ଚିମବଙ୍ଗ ବିସ୍ପରିକ ଭାବେ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଦିନୋଦ ମହାଣା, ଦିବାକର ପ୍ରହରାଜ, ବିବେକାନନ୍ଦ ବାରିକ, ଜିତେନ୍ଦ୍ର ଜେନା ଷ୍ଟଟ ମାର୍ଶାଲ ଦାୟିତ୍ବ ନିର୍ବାହ କରିଛି । ଅଫିସିଆଲ କାର୍ଯ୍ୟରେ ମେହେନ୍ତର ମହାରଣା ସହଯୋଗ କରିଥିବାବେଳେ ରାଧାକାନ୍ତ ମହାପାତ୍ର, ବିକାଶ ଚନ୍ଦ୍ର ପଟ୍ଟନାୟକ, ସୁଖୀ ସ୍ନେହାଶ୍ରୀ ସାହୁଙ୍କୁ ସମ୍ମାନିତ କ ରିଥିଲା ।
Post a Comment