loading...

ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ରାୟଗଡ଼ା କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ସୁଶାନ୍ତ କୁମାର ଦାସ

ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ରାୟଗଡ଼ା କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ସୁଶାନ୍ତ କୁମାର ଦାସ କାର୍ଯ୍ୟଭାର ଗ୍ରହଣ

ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ରାୟଗଡ଼ା କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ସୁଶାନ୍ତ କୁମାର ଦାସ

ରାୟଗଡ଼ା, ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ରାୟଗଡ଼ା କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ସୁଶାନ୍ତ କୁମାର ଦାସ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । କୃଷି ଇଞ୍ଜିନିୟରିଂରେ ବି.ଟେକ୍, ସିଏଆଇଆଇବି ଏବଂ ଫାଇନାନ୍ସରେ ଏମ୍‌ବିଏ କରିଥିବା ଶ୍ରୀ ଦାସ ୟୁନିୟନ୍ ବ୍ୟାଙ୍କରେ ୧୯୯୫ ମସିହାରେ ଜନୈକ ଗ୍ରାମୀଣ ବିକାଶ ଅଧୁକାରୀ ଭାବେ ଯୋଗଦେଇଥିଲେ । ଶ୍ରୀ ଦାସଙ୍କର ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା, ଆସାମ, ଉତ୍ତର ପ୍ରଦେଶ, ବିହାର, ମହାରାଷ୍ଟ୍ର ଆଦି ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିବାର ୨୬ ବର୍ଷର ବ୍ୟାପକ ଅଭିଜ୍ଞତା ରହିଛି । 

ତାଙ୍କର ୨୬ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେ ବିଭିନ୍ନ ଶାଖା କାର୍ଯ୍ୟାଳୟରେ ପ୍ରାୟ ୨୨ ବର୍ଷ କାର୍ଯ୍ୟ କରିଛନ୍ତି । ସେ ୨୦୧୯ ମସିହାରେ ସହାୟକ ମହାପ୍ରବନ୍ଧକ ପଦବୀକୁ ପଦୋନ୍ନତି ପାଇଥିଲେ । ରିଟେଲ, କୃଷି, ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଅଧୁକ ରୁଚି ରଖିଥିବା ଶ୍ରୀ ଦାସ ରାୟଗଡ଼ା କ୍ଷେତ୍ରରେ ମଧ୍ୟ ଏହି କ୍ଷେତ୍ରରେ ଅଧୁକ ଧ୍ୟାନ ଦେବେ ବୋଲି ଆଶା କରାଯାଉଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget