loading...

କଷ୍ଟ ଆଣ୍ଡ ମ୍ୟାନେଜମେଣ୍ଟ ଏକାଉଣ୍ଟାଟି ଚାପ୍ଟରର ୫୨ ତମ ବାର୍ଷିକ ଅଧବେଶନ ଓ ପଦାଧୁକାରୀ ଚୟନ

ଦି ଇନ୍‌ଷ୍ଟିଚ୍ୟୁଟ୍ ଅଫ କଷ୍ଟ ଆକାଉଣ୍ଟାସ ଅଫ ଇଣ୍ଡିଆ-ଭୁବନେଶ୍ୱର ଚାପ୍ଟରର ୫୨ ତମ ବାର୍ଷିକ ସାଧାରଣ ଅବେଶନ ଓ ନୂତନ ପଦାକାରୀ ଚୟନ

କଷ୍ଟ ଆଣ୍ଡ ମ୍ୟାନେଜମେଣ୍ଟ ଏକାଉଣ୍ଟାଟି ଚାପ୍ଟରର ୫୨ ତମ ବାର୍ଷିକ ଅଧବେଶନ ଓ ପଦାଧୁକାରୀ ଚୟନ

ଭୁବନେଶ୍ୱର, ଦି ଇନ୍‌ଷ୍ଟିଚ୍ୟୁଟ୍ ଅଫ କଷ୍ଟ ଆକାଉଣ୍ଟାସ ଅଫ ଇଣ୍ଡିଆ-ଭୁବନେଶ୍ୱର ଚାପ୍ଟରର ୫୨ ତମ ବାର୍ଷିକ ସାଧାରଣ ଅବେଶନ ଓ ନୂତନ ପଦାକାରୀ ଚୟନ ଜୁଲାଇ ୩୧ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କର୍ମକର୍ତ୍ତା ମାନେ ତାଙ୍କର ପ୍ରଥମ ବୈଠକରେ ୨୦ ୨୧-୨୨ ବର୍ଷ ପାଇଁ ସିଏମ୍‌ଏ ହିମୋଜ ମିଶ୍ରଙ୍କୁ ନୂତନ ଅଧ୍ୟକ୍ଷ ଭାବେ, ସିଏମ୍‌ଏ ଶାନ୍ତନୁ କୁମାର ରାଉତଙ୍କୁ ଉପାଧ୍ୟକ୍ଷ ତଥା କୋଷାଧ୍ୟକ୍ଷ ଭାବେ ଓ ସିଏମ୍ଏ ସୁର୍ଯ୍ୟନାରାୟଣ ତ୍ରିପାଠୀଙ୍କୁ ସମ୍ପାଦକ ଭାବେ ଚୟନ କରିଛନ୍ତି । 

ଏତଦ୍‌ବ୍ୟତିତ ସିଏମ୍‌ଏ ଶକ୍ତିଧର ସିଂହଙ୍କୁ ପି.ଡି କମିଟିର ଅଧ୍ୟକ୍ଷ ଭାବେ ଓ ସିଏମ୍‌ଏ ଶାନ୍ତନୁ କୁମାର ରାଉତଙ୍କୁ କୋରିଂ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ବ ଦିଆଯାଇଛି । ବିଦାୟି ଅଧ୍ୟକ୍ଷ ସିଏମ୍‌ଏ ମୁକେଶ ଚୌବେ ତାଙ୍କର ଦାୟିତ୍ବ ଭାର ନୂତନ ଅଧ୍ୟକ୍ଷ ସିଏମ୍ଏ ହିମୋଜ ମିଶ୍ରଙ୍କୁ ହସ୍ତାନ୍ତର କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget