loading...

ଅଘୋଷିତ ବିଜୁଳି କାଟ୍ ପାଇଁ ବିଜେପିର ପ୍ରତିବାଦ। SDO ଅଫିସ୍ ସମ୍ମୁଖରେ ବିଜେପି କର୍ମୀଙ୍କ ବିକ୍ଷୋଭ

ଟାଟା ପାୱାରର ମନମୁଖି କାର୍ଯ୍ୟକଳାପ ସହିତ ଅଘୋଷିତ ବିଜୁଳି କାଟ୍ ପ୍ରତିବାଦରେ ବିନିକା ଇଲେକ୍ଟ୍ରି SDO ଅଫିସରେ ବିକ୍ଷୋଭ

ଅଘୋଷିତ ବିଜୁଳି କାଟ୍ ପାଇଁ ବିଜେପିର ପ୍ରତିବାଦ। SDO ଅଫିସ୍ ସମ୍ମୁଖରେ ବିଜେପି କର୍ମୀଙ୍କ ବିକ୍ଷୋଭ


ସୁବର୍ଣ୍ଣପୁର, ଅଘୋଷିତ ବିଦ୍ୟୁତ କାଟ୍‌କୁ ନେଇ ବିଜେପି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ। ଟାଟା ପାୱାରର ମନମୁଖି କାର୍ଯ୍ୟକଳାପ ସହିତ ଅଘୋଷିତ ବିଜୁଳି କାଟ୍ ପ୍ରତିବାଦରେ ବିନିକା ଇଲେକ୍ଟ୍ରି SDO ଅଫିସରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଲା ବିନିକା ବିଜେପି କର୍ମୀ । ବିନିକା ତହସିଲ ଅଫିସ ଛକ ଠାରୁ ଇଲେକ୍ଟ୍ରି SDO ଅଫିସ ପର୍ଯ୍ୟନ୍ତ ବିଭିନ୍ନ ନାରାବାଜି ଦେଇ ବିଜେପି କର୍ମୀ ମାନେ ଏକ ଶୋଭାଯାତ୍ରାରେ ଆସିଥିଲେ । ଗତ କିଛି ଦିନ ରାଜ୍ୟରେ ଅସହ୍ୟ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଛି । ଏହାସହ ରାଜ୍ୟରେ ଲାଗିଛହିଛି ଅଘୋଷିତ ବିଦ୍ୟୁତ୍ କାଟ । ଯାହାକୁ ବିରୋଧ କରି ସବୁଠି ଦେଖିବାକୁ ମିଳିଛି ପ୍ରତିବାଦ । ସୁବର୍ଣ୍ଣପୁରରେ ବି ଦେଖିବାକୁ ବିଦ୍ୟୁତ୍ କାଟ ତାତି । ଶତାଧିକ ଲୋକ ଏକାଠି ହୋଇ ପ୍ରତିବାଦ କରିଛନ୍ତି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget