loading...

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଦ୍ୱାରା ଓଡ଼ିଶାର ବ୍ରହ୍ମପୁରରେ ଆୟୋଜିତ ଜନସଭାରେ ଦିଆଯାଇଥିବା ସମ୍ବୋଧନର ମୁଖ୍ୟବିନ୍ଦୁ

ଭୁବନେଶ୍ୱର,  ଅପ୍ରେଲ ୨୦୨୪





ଓଡ଼ିଶାର ଲୋକେ ରାଜ୍ୟରେ ବିଜେପିର ଡବଲ ଇଂଜିନ ସରକାର ଗଠନ କରିବେ 

**

ବିଜେଡି ସରକାରରେ ମୁଷ୍ଟିମେୟ ନେତା ଅଫିସରଙ୍କ ଦ୍ୱାରା ବାବୁରାଜ ଚାଲୁଛି ଏବଂ ଜଳ ଜୀବନ ମିଶନରେ ବ୍ଲାକଲିଷ୍ଟେଡ କଂପାନୀକୁ ଠିକା ଦିଆଯାଇଛି

**

ବିଜେଡି ସରକାରର କୁନୀତି କାରଣରୁ 160 ଚିଟଫଣ୍ଡ କମ୍ପାନୀ ଓଡ଼ିଶାର 20ଲକ୍ଷ ଲୋକଙ୍କ 32ହଜାର କୋଟି ଟଙ୍କା ହଡପ କରିଛି, ଯାହାକୁ ଫେରସ୍ତ କରିବାକୁ ରାଜ୍ୟ ସରକାର ମନା କରୁଛନ୍ତି

**

ଓଡ଼ିଶାରେ ବିରୋଧୀ ହେବା ସତ୍ତ୍ୱେ ବି ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ରାଜ୍ୟକୁ ଆର୍ଥିକ ବିକାଶ ଦୃଷ୍ଟିରୁ ଅର୍ଥ ଦେବାରେ କୌଣସି ଅଭାବ ଛାଡିନାହାନ୍ତି

**

ପୂର୍ବରୁ ରାଜନୀତି ଧର୍ମ, ଜାତି ନାମରେ ଚାଲୁଥିଲା, କିନ୍ତୁ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭାରତର ରାଜନୀତିକୁ ବିକାଶବାଦରେ ଯୋଡି ଦେଶକୁ ଆଗକୁ ବଢାଇଛନ୍ତି

**

କରୋନା କାଳ ଋଷ ୟୁକ୍ରେନ ଯୁଦ୍ଧ ପରେ ସମସ୍ତ ଦେଶର ଅର୍ଥବ୍ୟବସ୍ଥା ଦୋହଲିଯାଇଛି, କିନ୍ତୁ ଭାରତ ଏକ ବ୍ରାଇଟ ସ୍ପଟ ଭାବେ ଉଭା ହୋଇଛି

**

ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗାଁ, ଗରିବ, ବଂଚିତ, ଶୋଷିତ, ପୀଡିତ, ଚାଷୀ, ମହିଳା, ଯୁବକଙ୍କୁ ଶକ୍ତି ମିଳିଛି

**

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ରବିବାର ଓଡ଼ିଶାର ବ୍ରହ୍ମପୁରରେ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ରାଜ୍ୟର ବିଜେଡି ସରକାର ମୁଷ୍ଟିମେୟ ନେତା ଅଫିସରଙ୍କ ଦ୍ୱାରା ଦୁର୍ନୀତି ବାବୁରାଜ ଚାଲିଛି ଏବଂ ବ୍ଲାକଲିଷ୍ଟେଡ କମ୍ପାନୀକୁ ଠିକା  ଦିଆଯାଉଛି ଶ୍ରୀ ନଡ୍ଡା ଓଡ଼ିଶାରେ କେନ୍ଦ୍ର ଯୋଜନାକୁ ଲାଗୁ କରିବାକୁ ନଦେବା କାରଣରୁ ନବୀନ ପଟ୍ଟନାୟକ ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି କାର୍ଯ୍ୟକ୍ରମ ସମୟରେ ମଂଚ ଉପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ କେନ୍ଦ୍ରାପଡାରୁ ପ୍ରାର୍ଥୀ ଶ୍ରୀ ବୈଜୟନ୍ତ ପଣ୍ଡା, ବ୍ରହ୍ମପୁରରୁ ଲୋକସଭା ପ୍ରାର୍ଥୀ ଶ୍ରୀ ପ୍ରଦୀପ ପାଣିଗ୍ରାହୀ, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିପ୍ଲବ ଦେବ ଏବଂ ଅନେକ ବିଧାନସଭା ପ୍ରାର୍ଥୀଙ୍କ ସହିତ ପାର୍ଟିର ଅନ୍ୟ ନେତାଗଣ ଉପସ୍ଥିତ ଥିଲେ


ଶ୍ରୀ ନଡ୍ଡା କହିଛନ୍ତି ଯେ, ଲୋକଙ୍କ ଉତ୍ସାହରୁ ଏହା ସ୍ପଷ୍ଟ ହେଉଛି ଯେ, ଏଥର ଓଡ଼ିଶାରେ ସରକାର ବଦଳିବ ଲୋକେ ବୁଝିଲେଣି ଯେ, ଯେଉଁ ବିକାଶ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ କରୁଛନ୍ତି, ତାହାର ସଠିକ ଭାବେ ରୂପାନ୍ତର କରିବା ପାଇଁ ଓଡ଼ିଶାରେ ବି ଭାରତୀୟ ଜନତା ପାର୍ଟିର ସରକାର କରିବା ଦରକାର ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭାରତର ରାଜନୀତିର ସଂସ୍କୃତି ପରିଭାଷାକୁ ବଦଳାଇ ଦେଇଛନ୍ତି ପୂର୍ବରୁ ଏହି ମାନସିକତା ଥିଲା ଯେ, ଏହି ଦେଶରେ କିଛି ବଦଳିବ ନାହିଁ, ସବୁ କିଛି ଏଭଳି ଚାଲୁଥିବ, କିନ୍ତୁ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ତାକୁ ପରିବର୍ତ୍ତନ କରିଦେଇଛନ୍ତି ଏବଂ ଏବେ ଭାରତ ବିକଶିତ ଭାରତ ହେବା ରାସ୍ତାରେ ଅଗ୍ରସର ହେଉଛି ଏହି ନିର୍ବାଚନ କେବଳ ପ୍ରାର୍ଥୀଙ୍କୁ ଜିତାଇ ସରକାର ଗଢିବା ପାଇଁ ନୁହେଁ, ବିକଶିତ ଭାରତର ସଂକଳ୍ପକୁ ପୂରଣ କରିବା ପାଇଁ ଏହି ନିର୍ବାଚନ ଅଟେ ପୂର୍ବରୁ ରାଜନୀତି ଧର୍ମ, ଜାତି ନାମରେ ହେଉଥିଲା, କିନ୍ତୁ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭାରତର ରାଜନୀତିକୁ ବିକାଶବାଦ ସହିତ ଯୋଡି ଦେଶକୁ ଆଗକୁ ବଢାଇବାର କାମ କରିଛନ୍ତି ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏବେ ଦେଶରେ ବିକାଶ, ରିପୋର୍ଟ କାର୍ଡ, ପ୍ରଦର୍ଶନ, ଉତ୍ତରଦାୟୀ ରାଜନୀତି ହେଉଛି


ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା କହିଛନ୍ତି ଯେ, କରୋନା କାଳ ଋଷ ୟୁକ୍ରେନ ଯୁଦ୍ଧ ପରେ ସମସ୍ତ ଦେଶର ଅର୍ଥନୀତି ଦୋହଲିଯାଇଛି, କିନ୍ତୁ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି ଭାରତ ଏକ ବ୍ରାଇଟ୍ ସ୍ପଟ ଭାବେ ଉଭା ହୋଇଛି 2014ରେ ଭାରତର ଅର୍ଥବ୍ୟବସ୍ଥା 11ତମ ସ୍ଥାନରେ ଥିଲା, କିନ୍ତୁ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥ ବ୍ୟବସ୍ଥା ଏବେ ପଂଚମ ସ୍ଥାନରେ ପହଂଚିଛି ଓଡ଼ିଶାର ସମସ୍ତ ଲୋକସଭା ପ୍ରାର୍ଥୀ ବିଧାନସଭା ପ୍ରାର୍ଥୀଙ୍କୁ ଦିଆହେବା ପ୍ରତି ଭୋଟ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ ବନାଇବା ପାଇଁ ଯିବ


ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଆଗାମୀ ବର୍ଷର ଭାରତ ବିଶ୍ୱର ତୃତୀୟ ବୃହତ୍ତ ଅର୍ଥ ବ୍ୟବସ୍ଥା ହେବ ଆଜି ଔଷଧ ଉତ୍ପାଦନରେ ଭାରତ ବିଶ୍ୱର ଦ୍ୱିତୀୟ ନମ୍ବର ସ୍ଥାନରେ ଅଛି ସବୁଠୁ ଶସ୍ତା ସବୁଠୁ ପ୍ରଭାବଶାଳୀ ଔଷଧ ଆଜି ଭାରତରେ ତିଆରି ହେଉଛି ଭାରତ ଆଜି ସମୟରେ ଦୁନିଆର ଡିସପେନ୍ସାରୀ ହୋଇସାରିଛି ଅଟୋମୋବାଇଲ କ୍ଷେତ୍ରରେ ଆଜି ଭାରତ ଜାପାନକୁ ପଛରେ ପକାଇ ବିଶ୍ୱରେ ତୃତୀୟ ନମ୍ବରରେ ପହଞ୍ଚିସାରିଛି ପେଟ୍ରୋ କେମିକାଲରେ ଆମର ୧୦୬ ପ୍ରତିଶତ ରପ୍ତାନୀ ବଢିଛି ୧୦ ବର୍ଷ ପୂର୍ବ ପର୍ଯ୍ୟନ୍ତ ମୋବାଇଲ ଫୋନ ଚୀନ୍ ତାଇୱାନରେ ତିଆରି ହେଉଥିଲା କିନ୍ତୁ ଆଜି ଅଧିକାଂଶ ମୋବାଇଲ ଭାରତରେ ତିଆରି ହେଉଛି ଏବଂ ଏହା ଉପରେ ମେଡ୍ ଇନ୍ ଇଣ୍ଡିଆ ଲେଖା ହେଉଛି ଏହା ଭାରତର ବଦଳୁଥିବା ଚିତ୍ରକୁ ଦର୍ଶାଉଛି  


ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଙ୍କ ନେତୃତ୍ୱରେ ଗାଁ , ଗରୀବ, ବଞ୍ଚିତ ଶୋଷିତ , ପୀଡିତ, ଚାଷୀ, ମହିଳା, ଯୁବକଙ୍କୁ ଶକ୍ତି ମିଳିଛି ଗାଁର ସଡକ ପକ୍କା ସଡକ ସହିତ ଯୋଡି ହୋଇଛି , . ଲକ୍ଷ ପଞ୍ଚାୟତକୁ ଅପ୍ଟିକାଲ ଫାଇବର ସହିତ ଯୋଡା ଯାଉଛି ଆଜିଠୁ ୨୦ ବର୍ଷ ପୂର୍ବେ ଗୋଟିଏ ପଞ୍ଚାୟତର ବିକାଶ ପାଇଁ ବର୍ଷକୁ .- ଲକ୍ଷ ଟଙ୍କା ମିଳୁଥିଲା , କିନ୍ତୁ ଆଜି ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ୱରେ ଗୋଟିଏ ପଞ୍ଚାୟତକୁ - କୋଟି ଟଙ୍କା ଦିଆଯାଉଛି  


ଶ୍ରୀ ନଡ୍ଡା କହିଛନ୍ତି ଯେ, ଆଜି ଦେଶରେ ପ୍ରାୟ ୫୫ ହଜାର ଜାତୀୟରାଜପଥର ସଡକ ୫୧,୮୮୬ ରେଳ ଲାଇନ୍ ନିର୍ମାଣ ହୋଇଛି ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ଦେଶର ୮୦ କୋଟି ଲୋକଙ୍କୁ କେଜି ମାଗଣା ଖ୍ୟାଦ୍ୟାନ୍ନ ଦିଆଯାଉଛି ମୋଦୀ ସରକାର କିଷାନ ସମ୍ମାନ ନିଧି ଯୋଜନାରେ ଦେଶର ୧୧ ଲକ୍ଷ ୭୮ ହଜାର ଚାଷୀଙ୍କ ଖାତାକୁ ବର୍ଷକୁ ହଜାର ଟଙ୍କା ପ୍ରଦାନ କରୁଛନ୍ତି ଆଗାମୀ ବର୍ଷରେ ଭାରତ ଡାଲି ତେଲ ଜାତୀୟ ଚାଷରେ ଆତ୍ମନିର୍ଭର ହେବ ଏବଂ ଭାରତ ଶ୍ରୀ ଅନ୍ନ ହବ୍ ହୋଇଯିବ ଉଜ୍ଜ୍ୱଳା ଯୋଜନାରେ ୧୦ କୋଟିରୁ ଅଧିକ ମହିଳାଙ୍କୁ ଗ୍ୟାସ୍ କନେକ୍ସନ୍ ବିତରଣ କରାଯାଇଛି ମୋଦୀ ସରକାର ଗତ ୧୦ ବର୍ଷରେ ପିଏମ୍ ଆବାସ ଯୋଜନାରେ କୋଟି ପକ୍କା ଘର ତିଆରି କରିଛି ଏବଂ ଆଗାମୀ ବର୍ଷରେ କୋଟି ନୂଆ ଆବାସର ନିର୍ମାଣ କରାଯିବ ପିଏମ୍ ସୂର୍ଯ୍ୟ ଯୋଜନାରେ ଲୋକଙ୍କ ବିଜୁଳି ବିଲ୍କୁ ଶେଷ କରିବାକୁ ପ୍ରୟାସ କରାଯାଉଛି ମୋଦୀ ସରକାର ପାଖାପାଖି ୫୫ କୋଟି ଗରୀବ ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ଯୋଗାଇଛନ୍ତି କିନ୍ତୁ ଓଡିଶାର ନବୀନ ପଟ୍ଟନାୟକ ସରକାର ଏହି ଯୋଜନାକୁ ରାଜ୍ୟରେ ଲାଗୁ ହେବାକୁ ଦେଲେ ନାହିଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଏହି ନିଷ୍ପତ୍ତି ନେଇଛନ୍ତି ଯେ କିନ୍ନର ସମାଜ ଦେଶର ୭୦ ବର୍ଷରୁ ଅଧିକ ବୟସ୍କ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମଧ୍ୟ ଆୟୁଷ୍ମାନ ଯୋଜନାରେ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ଜଳ ଜୀବନ ମିଶନରେ ଦେଶର ୧୧ କୋଟି ଘରକୁ ଟ୍ୟାପ୍ ଯୋଗେ ପାଣି କନେକ୍ସନ୍ ପ୍ରଦାନ କରାଯାଇଛି ଖୁବ୍ ଶୀଘ୍ର ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ କୁ ମଧ୍ୟ ପାଇପ୍ ମାଧ୍ୟମରେ ଘର ପର୍ଯ୍ୟନ୍ତ ପହଞ୍ଚାଯିବ  

ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି ଯେ ରାଜ୍ୟରେ ବିରୋଧୀଙ୍କ ସରକାର ଥିବା ସତ୍ତ୍ୱେ ମଧ୍ୟ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ରାଜ୍ୟର ଆର୍ଥିକ ବିକାଶ ଦୃଷ୍ଟିରୁ ପଇସା ଦେବାରେ କୌଣସି ହେଳା କରି ନାହାନ୍ତି ଜନତାଙ୍କ ଟ୍ୟାକ୍ସରେ ଅଧିକାରକୁ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଗୁଣା ବୃଦ୍ଧି କରିଛନ୍ତି , ସାହାଯ୍ୟ ପାଇଁ ଦିଆଯାଉଥିବା ରାଶି . ଗୁଣା ବଢିଛି ସମ୍ବଲପୁରରେ ଆଇଆଇଏମ୍ ସ୍ଥାୟୀ କ୍ୟାମ୍ପସ୍ ସ୍ଥାପନ କରାଯାଇଛି , ସ୍ମାର୍ଟ ସିଟି ଯୋଜନାରେ ରାଉରକେଲା ଭୁବନେଶ୍ୱରକୁ ଯୋଡାଯାଇଛି ଏବଂ ହଜାର କୋଟି ଟଙ୍କା ସେଥିପାଇଁ ଆବଣ୍ଟିତ କରାଯାଇଛି ଆଜି ଓଡିଶାରେ ହଜାର ୩୦୦ କିଲୋମିଟରର ଜାତୀୟ ରାଜମାର୍ଗ ନିର୍ମାଣ କରାଯାଉଛି ରାୟପୁରରୁ ବିଶାଖାପାଟଣା ପର୍ଯ୍ୟନ୍ତ ଗ୍ରୀନ୍ କରିଡର ନିର୍ମାଣ କରାଯାଉଛି ରେଲୱେରେ ଓଡିଶାର ବଜେଟ୍ ୧୨ ଗୁଣା ବଢିଛି , ବନ୍ଦେ ଭାରତ ଟ୍ରେନ୍ ପୁରୀରୁ ବିଶାଖାପାଟଣା ପର୍ଯ୍ୟନ୍ତ , ରାଉରକେଲାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ହାୱଡାରୁ ପୁରୀ ପର୍ଯ୍ୟନ୍ତ ଚାଲୁଛି , ଟି ନୂଆ ଏୟାରପୋର୍ଟର ପରିଚାଳନା କରାଯାଉଛି ଓଡିଶାରେ ହଜାର ୬୦୦ କୋଟି ଟଙ୍କାରେ ଭାରତୀୟ ବିଜ୍ଞାନ ଶିକ୍ଷା ଅନୁସନ୍ଧାନ ସଂସ୍ଥାନ ଆରମ୍ଭ ହୋଇସାରିଛି ଅମୃତ ଭାରତ ଯୋଜନାରେ ୫୭ ଷ୍ଟେସନ୍ ଓଡିଶାରେ ନିର୍ମାଣ କରାଯାଉଛି ନବୀନ ପଟ୍ଟନାୟକଙ୍କ ଦଳ ଦ୍ୱାରା ଓଡିଶାରେ ବାହାର ନେତାଙ୍କୁ ଆଣିବାକୁ ପ୍ରୟାସ କରାଯାଉଛି ଏବଂ ଏହା ରାଜ୍ୟ ପାଇଁ ଚିନ୍ତାର ବିଷୟ ଏହାର ଜବାବ୍ ଓଡିଶାର ଜନତାଙ୍କୁ ପଦ୍ମ ଚିହ୍ନର ବଟନ୍ ଚିପି ଦେବାର ଅଛି ବିଜେଡିର ସରକାରରେ ନେତା ଅଫିସରଙ୍କ ଦୁର୍ନୀତି ବାବୁରାଜ ଚାଲିଛି ରାଜ୍ୟ ସରକାରଙ୍କ ଦୁର୍ନୀତି କାରଣରୁ ହିଁ ୧୬୦ ଚିଟଫଣ୍ଡ କମ୍ପାନୀ ୨୦ ଲକ୍ଷ ଲୋକଙ୍କ ୩୨ ହଜାର କୋଟି ଟଙ୍କା ହଡପ୍ କରିନେଲେ , ଯାହାକୁ ଓଡିଶା ସରକାର ଫେରାଇବାକୁ ମନା କରୁଛନ୍ତି ରାଜ୍ୟରେ ଜଳ ଜୀବନ ମିଶନରେ ବ୍ଲାକ୍ ଲିଷ୍ଟେଡ୍ କମ୍ପାନୀମାନଙ୍କୁ ଠିକା ଦିଆଯାଇଛି ଶ୍ରୀ ନଡ୍ଡା ରାଜ୍ୟର ଜନତାଙ୍କୁ କେନ୍ଦ୍ର ଓଡିଶା ଉଭୟରେ ଭାଜପାର ଡବଲ ଇଞ୍ଜିନ୍ ସରକାର ଆଣିବା ପାଇଁ ଆହ୍ୱାନ ଦେଇଛନ୍ତି 

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget