ଭୁବନେଶ୍ୱର, ୩୦ ଜାନୁଆରୀ ୨୦୨୫
ଆଜି ସମଗ୍ର ଦେଶରେ ଶହୀଦ ଦିବସ ପାଳିତ ହେଉଥିବା ପରିପ୍ରେକ୍ଷୀରେ ରାଜଭବନରେ ମଧ୍ୟ ଏହି ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ରାଜଭବନର ଅଧିକାରୀ / କର୍ମଚାରୀମାନେ ଅଭିଷେକ ହଲ୍ଠାରେ ସମବେତ ହୋଇଥିଲେ ଏବଂ ମାର୍ଗଦର୍ଶିକା ଅନୁଯାୟୀ ପୂର୍ବାହ୍ନ ୧୧ ଘଟିକାରୁ ଘ.୧୧.୦୨ମି. ପର୍ଯ୍ୟନ୍ତ ଦୁଇ ମିନିଟ୍ ନୀରବତା ଅବଳମ୍ବନ ପୂର୍ବକ ଦେଶର ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଶହୀଦ ହୋଇଥିବା ସଂଗ୍ରାମୀମାନଙ୍କୁ ସ୍ମରଣ କରି ସଶ୍ରଦ୍ଧ ସମ୍ମାନ ପ୍ରଦର୍ଶନ କରିଥିଲେ।
Post a Comment