loading...

ଇଣ୍ଡିଆନ ବ୍ୟାଙ୍କ ଖୋରାରୀ ଏମୃଇଜ ୟୁନିୟନର ତୈବାର୍ଷିକ ସଶ୍ମିଳନୀ !!

ଇଣ୍ଡିଆନ ବ୍ୟାଙ୍କ ଖୋରାରୀ ଏମୃଇଜ ୟୁନିୟନର ତୈବାର୍ଷିକ ସଶ୍ମିଳନୀ !!

ଭୁବନେଶ୍ୱର, ୨୩.୨ : ଇଣ୍ଡିଆନ ବ୍ୟାଙ୍କ ଟେରାରୀ ଏଜଜ ୟୁନିୟନ, ଓଡ଼ିଶାର ଦ୍ବିତୀୟ ତୈବାର୍ଷିକ ସଖିଳନୀ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ସମିଳନୀକୁ ଉଦ୍‌ଘାଟନ କରି ସିଟୁର ରାଜ୍ୟ ସଭାପତି ସାଥୀ ଜନାର୍ଦ୍ଦନ ପତି କହିଥିଲେ ଯେ, ବର୍ତ୍ତମାନର କେନ୍ଦ୍ର ସରକାର ଶ୍ରମ ଆଇର ଯେଉଁ ସଂଶୋଧନ କରିବାକୁ ଯାଉଛନ୍ତି ତାଦ୍ଵାରା ଅସ୍ଥାୟୀ କର୍ମସ୍ପରୀମାନଙ୍କର କୌଣସି ଅଧିକାର ରହିବ ନାହିଁ । ଏହା ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନ ଗଢି ତୋଳିବାକୁ ପଡ଼ିବ । ଇଣ୍ଡିଆନ ବ୍ୟାଙ୍କ ଏଇଜ ଫେଡ଼େରେସନର ସର୍ବଭାରତୀୟ ସମ୍ପାଦକ ସାଥୀ ରଞ୍ଜନ ରାଳ କହିଥିଲେ ଯେ, ସାରା ଦେଶରେ କେବଳ ଇଣ୍ଡିଆନ ବ୍ୟାଙ୍କରେ ୪୦୦୦ରୁ ଉର୍ଦ୍ଧ ଫେରାରୀ କର୍ମକ୍ତରୀ ଦୀର୍ଘ ୨୦ ବର୍ଷ ଧରି କାମ କରି ଆସୁଛନ୍ତି । ସେମାନଙ୍କୁ ସ୍ଥାୟୀ କରିବା ପାଇଁ ଟ୍ରିବୁନାଲର ନିର୍ଦ୍ଦେଶ ରେ ମଧ୍ୟ ବ୍ୟାଙ୍କ କର୍ତ୍ତୁପକ୍ଷ ଲାଗୁ କରୁନାହାଁନ୍ତି । ଯଦି ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା ବ୍ୟାଙ୍କ କର୍ତ୍ତୃପକ୍ଷ କୌଣସି ନିଷ୍ପତି ନ ନିଅନ୍ତି ସାରା ଦେଶରେ ଇଣ୍ଡିଆନ ବ୍ୟାଙ୍କର କର୍ମଗ୍ରୀମାନେ ଆନ୍ଦୋଳନକୁ ଯିବେ ।
ଏହି ସମ୍ମିଳନୀକୁ ଏଦିଏଫ ସାଧାରଣ ସମ୍ପାଦକ ସାଥୀ ପ୍ରକାଶ ରାୟ, ସଭାପତି ସାଥୀ ସୁଶିଲ ଗିରି, ସିଟୁର ଗଞ୍ଜାମ ଜିଲ୍ଲା ସଭାପତି ସାଥୀ ପ୍ରତାପ ଚନ୍ଦ୍ର ଚୌଧୁରୀ, ଏଦିଇଏଫର ଉପଦେଷ୍ଠା ସାଥୀ ପ୍ରଦୀପ ଷଡ଼ଙ୍ଗୀ, ଏଦିଇସିସିର ସମ୍ପାଦକ ସାଥୀ ତ୍ରିନାଥ ସାହୁ ଓ ଅନ୍ୟମାନେ ଉଦ୍‌ବୋଧନ ଦେଇ ସଂଗଠନକୁ ସୁଦୃଢ଼ କରିବା ପାଇଁ ଉପଦେଶ ଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget