loading...

ସରକାରୀ କର୍ମଚାରୀଙ୍କୁ ମିଳୁଥିବା କୌଣସି ସୁବିଧା ବନ୍ଦ ହେବ ନାହିଁ ।

ଏହି ସମ୍ବାଦ ସମ୍ପୂର୍ଣ୍ଣ ଭୁଲ ଏବଂ ଆଧାରହୀନ ବୋଲି ପିଆଇବି ଫାକ୍ଟ ଚେକ ୟୁନିଟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି ।

ସରକାରୀ କର୍ମଚାରୀଙ୍କୁ ମିଳୁଥିବା କୌଣସି ସୁବିଧା ବନ୍ଦ ହେବ ନାହିଁ ।

ନୁଆଦିଲ୍ଲୀ : ହିନ୍ଦୀ ସମ୍ବାଦପତ୍ର “ହିନ୍ଦୁସ୍ତାନ’ରେ ପ୍ରକାଶ ପାଇଥିବା ଏକ ଖବର ସଂକ୍ରାନ୍ତରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଫାକ୍ଟ ଚେକ ୟୁନିଟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । କୋଭିଡ-୧୯ ସଂକ୍ରମଣ ମୁକାବିଲାକୁ ଆଖି ଆଗରେ ରଖି କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଏଲଟିସି, ଲିଭ ଏନକାଂସଫେଟ, ଓଟିଏ ଏବଂ ମେଡ଼ିକାଲ ଭଳି ସୁବିଧା ମିଳିବ ନାହିଁ ବୋଲି ଏହି ସମ୍ବାଦପତ୍ରରେ ପ୍ରକାଶ ପାଇଥିଲା । ସରକାରୀ କର୍ମଚାରୀଙ୍କ ପାଇଁ ଉପରୋକ୍ତ ସୁବିଧାସବୁ ବନ୍ଦ କରିବା ଲାଗି ସେପରି କୌଣସି ନିଷ୍ପତି ନିଆଯାଇନାହିଁ । ତେଣୁ ଏହି ସମ୍ବାଦ ସମ୍ପୂର୍ଣ୍ଣ ଭୁଲ ଏବଂ ଆଧାରହୀନ ବୋଲି ପିଆଇବି ଫାକ୍ଟ ଚେକ ୟୁନିଟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget