loading...

ପିଏମ କେୟାର୍ସ ପାଣ୍ଠିକୁ 2.5 କୋଟି ଟଙ୍କା ପ୍ରଦାନ କଲେ ଇପିଏଫଓ କର୍ମଚାରୀ ।

ପିଏମ କେୟାର୍ସ ପାଣ୍ଠିକୁ 2.5 କୋଟି ଟଙ୍କା ପ୍ରଦାନ କଲେ ଇପିଏଫଓ କର୍ମଚାରୀ ।

ପିଏମ କେୟାର୍ସ ପାଣ୍ଠିକୁ 2.5 କୋଟି ଟଙ୍କା ପ୍ରଦାନ କଲେ ଇପିଏଫଓ କର୍ମଚାରୀ ।
google

ନୁଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧ ସଂଗଠନ (ଇପିଏଫଓ) ପିଏମ କେୟାର୍ସ ପାଣ୍ଠିକୁ ୱେଚ୍ଛାକୃତ ଭାବେ ଗୋଟିଏ ଦିନର ଦରମା ପ୍ରାୟ 2.5 କୋଟି ଟଙ୍କା ପ୍ରଦାନ କରିଛନ୍ତି । ଇପିଏଫଓ ବିଶ୍ୱର ସର୍ବବୃହତ ସାମାଜିକ ସୁରକ୍ଷା ସଂସ୍ଥା । କୋଭିଡ-19 ମହାମାରୀର ମୁକାବିଲାରେ ଏହା ସରକାରଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇଦେଉଛି । ଇପିଏଫଓର ଅଧୁକାରୀ ଓ କର୍ମଚାରୀମାନେ ଇପିଏଫ ଉଠାଣ ଦାବି ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ କୋଭିଡ-19 ଦାବିର ପ୍ରୋସେସିଂକୁ ତ୍ବରାନ୍ବିତ କରିବା ଲାଗି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget