loading...

ମତ୍ସ୍ୟସମ୍ପଦର ସଂରକ୍ଷଣ ଓ ସୁପରିଚାଳନା ତଥା ସାମୁଦ୍ରିକ ନିରାପତ୍ତା ନିମିତ୍ତ ପ୍ରତିବର୍ଷ ଓଡ଼ିଶା ସରକାରଙ୍କ...

ଭାରତ ସରକାର ଭାରତୀୟ ତଟବର୍ତ୍ତୀ ଏକ୍ସସିଭ୍ ଇକୋନୋମିକ୍‌ ଜୋନରେ 61 ଦିନ ପରିବର୍ତ୍ତେ ଏପ୍ରିଲ୍‌-15 ତାରିଖରୁ ମେ'-31 ତାରିଖ ପର୍ଯ୍ୟନ୍ତ 47 ଦିନ ମାଛଧରାକୁ ନିଷିଦ୍ଧ ଘୋଷଣା କରିଛନ୍ତି ।

ମତ୍ସ୍ୟସମ୍ପଦର ସଂରକ୍ଷଣ ଓ ସୁପରିଚାଳନା ତଥା ସାମୁଦ୍ରିକ ନିରାପତ୍ତା ନିମିତ୍ତ ପ୍ରତିବର୍ଷ ଓଡ଼ିଶା ସରକାରଙ୍କ...
google

ଭୁବନେଶ୍ବର : ମତ୍ସ୍ୟସମ୍ପଦର ସଂରକ୍ଷଣ ଓ ସୁପରିଚାଳନା ତଥା ସାମୁଦ୍ରିକ ନିରାପତ୍ତା ନିମିତ୍ତ ପ୍ରତିବର୍ଷ ଓଡ଼ିଶା ସରକାରଙ୍କ ଦ୍ୱାରା ପୂର୍ବ ଉପକୂଳ ସାମୁଦ୍ରିକ ଜଳସୀମା ମଧ୍ୟରେ ଏପ୍ରିଲ୍‌-15 ତାରିଖ ଠାରୁ କୁନ୍-14 ତାରିଖ ପର୍ଯ୍ୟନ୍ତ ମାଛଧରାକୁ ନିଷିଦ୍ଧ କରାଯାଇଆସୁଛି । ଚଳିତ ବର୍ଷ ବିଶ୍ୱ ମହାମାରୀ କରୋନା ଭାଇରସ୍‌ର ମୁକାବିଲା ନିମିତ୍ତ କେନ୍ଦ୍ର ସରକାରଙ୍କ ଦ୍ବାରା ଜାରୀ କରାଯାଇଥିବା ଲଡାଉନ୍ ଯୋଗୁଁ ସାମୁଦ୍ରିକ ମତ୍ସ୍ୟଜୀବୀ ମାନେ ମାର୍ଚ୍ଚ-24 ତାରିଖ ଠାରୁ ସାମୁଦ୍ରିକ ମାଛ ଧରାରୁ ବଞ୍ଚିତ ହୋଇଛନ୍ତି । 

ତେଣୁ ଭାରତ ସରକାର ଭାରତୀୟ ତଟବର୍ତ୍ତୀ ଏକ୍ସସିଭ୍ ଇକୋନୋମିକ୍‌ ଜୋନରେ 61 ଦିନ ପରିବର୍ତ୍ତେ ଏପ୍ରିଲ୍‌-15 ତାରିଖରୁ ମେ'-31 ତାରିଖ ପର୍ଯ୍ୟନ୍ତ 47 ଦିନ ମାଛଧରାକୁ ନିଷିଦ୍ଧ ଘୋଷଣା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖ୍ ଓଡ଼ିଶା ସରକାର ମଧ୍ୟ ଚଳିତ ବର୍ଷ 61 ଦିନ ପରିବର୍ତ୍ତେ ଏପ୍ରିଲ୍‌-15 ତାରିଖରୁ ମେ'-31 ତାରିଖ ପର୍ଯ୍ୟନ୍ତ 47 ଦିନ ଉପକୂଳ ସାମୁଦ୍ରିକ ଜଳସୀମା ମଧ୍ୟରେ ମାଛଧରାକୁ ନିଷିଦ୍ଧ ଘୋଷଣା କରିଛନ୍ତି । ଏ ସମ୍ବନ୍ଧରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଦ୍ବାରା ବିଜ୍ଞପ୍ତି ପ୍ର
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget