loading...

ବାଲିପାଟଣା ବ୍ଲକ ଓ ବାଲିଅନ୍ତା ବ୍ଲକ କଂଗ୍ରେସ କମିଟି ସଭାପତି ନିଯୁକ୍ତ ।

ବାଲିପାଟଣା ବ୍ଲକ ଓ ବାଲିଅନ୍ତା ବ୍ଲକ କଂଗ୍ରେସ କମିଟି ସଭାପତି ନିଯୁକ୍ତ ।

ବାଲିପାଟଣା ବ୍ଲକ ଓ ବାଲିଅନ୍ତା ବ୍ଲକ କଂଗ୍ରେସ କମିଟି ସଭାପତି ନିଯୁକ୍ତ ।

ଭୁବନେଶ୍ଵର ; ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ବାଲିପାଟଣା ବ୍ଲକ କଂଗ୍ରେସ କମିଟିର ସଭାପତି ଭାବରେ ଶ୍ରୀ ବଟକୃଷ୍ଣ ରାଉତରାୟ ଏବଂ ବାଲିଅନ୍ତା ବ୍ଲକ କଂଗ୍ରେସ କମିଟି ସଭାପତି ଭାବରେ ଶ୍ରୀ ବିପିନ୍ ବିହାରୀ ପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି ।

ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ଉପସ୍ଥିତିରେ ଶ୍ରୀ ବଟକୃଷ୍ଣ ରାଉତରାୟ ଏବଂ ଶ୍ରୀ ବିପିନ୍ ବିହାରୀ ପାତ୍ରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଶ୍ରୀ ରାଉତରାୟ ଏବଂ ଶ୍ରୀ ପାତ୍ର ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏବଂ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରାଉତରାୟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜୟଦେବ ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ବେଣୁଧର ଭୋଇ, ପିସିସି ସଭ୍ୟ ମନୋଜ ନାୟକ, ତାପସ ସେଠୀ, ମନୋରଞ୍ଜନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget