loading...

ରାଜନଗର ବ୍ଲକ୍‌ର ବରାଡିଆ ଠାରେ କ୍ଷମତାସଂପନ୍ନ ବିଦ୍ୟୁତ ଗ୍ରୀଡ୍ ଲୋକାର୍ପିତ।

ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ରାଜନଗର ବ୍ଲକ୍‌ର ବରାଡିଆଠାରେ ଏକ ୩୩/୧୧ କେଭି କ୍ଷମତାସଂପନ୍ନ ବିଦ୍ୟୁତ ସବସ୍ଟେସନ।

ରାଜନଗର ବ୍ଲକ୍‌ର ବରାଡିଆ ଠାରେ କ୍ଷମତାସଂପନ୍ନ ବିଦ୍ୟୁତ ଗ୍ରୀଡ୍ ଲୋକାର୍ପିତ।

ଭୁବନେଶ୍ୱର ; ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ରାଜନଗର ବ୍ଲକ୍‌ର ବରାଡିଆଠାରେ ଏକ ୩୩/୧୧ କେଭି କ୍ଷମତାସଂପନ୍ନ ବିଦ୍ୟୁତ ସବସ୍ଟେସନ ଲୋକାର୍ପଣ କରିଛନ୍ତି । ଏହା କାର୍ଯ୍ୟକାରୀ ହେବା ଦ୍ବାରା ଏହି ବ୍ଲକ୍‌ର ଡାଙ୍ଗମାଳ, ଖମାରସାହି, ରଙ୍ଗଣୀ, ତାଳଚୁଆ, ବାଘମାରୀ, କୃଷ୍ଣନଗର, କେରୁଆଁପାଳ ଗ୍ରାମ ପଞ୍ଚାୟତର ପ୍ରାୟ ୮ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତସେବା ଯୋଗାଯାଇ ପାରିବ । ଏହି ଲୋକାର୍ପଣ ଅବସରରେ ମନ୍ତ୍ରୀଙ୍କ ସହିତ ରାଜନଗର ବିଧାୟକ ଶ୍ରୀ ଧୃବ ସାହୁ, ବ୍ଲକ ଅଧ୍ୟକ୍ଷ ଶ୍ରୀ ଜୟରାମ ସେଠୀ, ଡାଙ୍ଗମାଳ ସରପଞ୍ଚ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ଶକ୍ତି ବିଭାଗର ଅଧ୍ୟକାରୀଗଣ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget