ଭୁବନେଶ୍ୱର : ଭୁବନେଶ୍ଵର ମୁନିସପାଲ କର୍ପୋରେସନ କ୍ୟାମ୍ପସରେ ‘ସହାୟତା ରିସ୍କ କମ୍ୟୁନିକେସନ ଆଣ୍ଡ କମ୍ୟୁନିଟି ଏନଗେଜମେଣ୍ଟ’ ଉପରେ ସାବୁନ ବଣ୍ଟନ କାର୍ଯ୍ୟକ୍ରମ ୟୁନିସେଫ ହିନ୍ଦୁସ୍ତାନ ୟୁନିଲିଭର ଦ୍ଵାରା କମିଶନର ଶ୍ରୀ ପ୍ରେମଶ୍ଚନ୍ଦ ଚୌଧୁରୀ, ଆଇଏଏସ୍ ସହଯୋଗରେ ସଂକ୍ରମଣ, ପ୍ରତିରୋଧ ଏବଂ ନିୟନ୍ତ୍ରଣ ପଦକ୍ଷେପ । କାର୍ଯ୍ୟକ୍ରମ ଅନୁଯାୟୀ ବିଏମ୍ସି ଅଧୀନରେ ଥିବା ସଫାଇ କର୍ମଚାରୀ, ଏସ୍ ଏଜି ଗୁପ୍ ଏବଂ ଗ୍ରାଉଣ୍ଡ ସାନିଟେସନ କର୍ମସ୍ପରୀମାନଙ୍କୁ ବଣ୍ଟନ ପାଇଉଁ ପ୍ରାୟ ୧୦୦୦୦ ସାବୁନ କିଟ୍ ଯୋଜନା କରାଯାଇଛି । ଏହି ପଦକ୍ଷେପର ପୂଳ ଉଦ୍ଦେଶ୍ୟ ହେଉଛି ବିଏମସି ଅଧୀନରେ ଥିବା ପରିମଳ କର୍ମସ୍ପରୀଙ୍କ ମଧ୍ୟରେ କୋଭିଡ଼-୧୯ ମହାମାରୀ ଜୀବାଣୁ ବିସ୍ତାକୁ ରୋକିବା ପାଇଁ ସଚେତନତା ଏବଂ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।
ଭୁବନେଶ୍ଵର ମୁନିସପାଲ କର୍ପୋରେସନ କ୍ୟାମ୍ପସରେ କରୋନାକୁ ରୋକିବା ପାଇଁ ସାବୁନ ବଣ୍ଟନ ।

Post a Comment