loading...

ପଟିଆଠାରେ କିଚେନ ଗ୍ୟାରେଜ ରେଷ୍ଟୁରାଣ୍ଟ ଉଦ୍‌ଘାଟିତ ।

ଗତ ୪ ତାରିଖ ଦିନ ପ୍ଳଟ ନଂ-୮୪ କିଟ୍ ସ୍କୋୟର, ପଟିଆଠାରେ ରେଷ୍ଟୁରାଣ୍ଟ କିଚେନ ଗ୍ୟାରେଜ ଉଦ୍‌ଘାଟିତ ହୋଇଯାଇଛି ।

ପଟିଆଠାରେ କିଚେନ ଗ୍ୟାରେଜ ରେଷ୍ଟୁରାଣ୍ଟ ଉଦ୍‌ଘାଟିତ ।

ଭୁବନେଶ୍ବର : ଗତ ୪ ତାରିଖ ଦିନ ପ୍ଳଟ ନଂ-୮୪ କିଟ୍ ସ୍କୋୟର, ପଟିଆଠାରେ ରେଷ୍ଟୁରାଣ୍ଟ କିଚେନ ଗ୍ୟାରେଜ ଉଦ୍‌ଘାଟିତ ହୋଇଯାଇଛି । ଆମିଷ ଓ ନିରାମିଷରେ ପ୍ରସ୍ତୁତ ସୁସ୍ବାଦୁ ଇଣ୍ଡିଆନ ଓ ଋଇଜ ଖାଦ୍ୟକୁ ନେଇ ଏହି ରେଷ୍ଟୁରାଣ୍ଟର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥା ଭାବେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଶିବିର କୁମାର ପରିଡ଼ା ଏବଂ ସମ୍ମାନିତ ଅତିଥି ଭାବେ ଅଭିନେତା ରାକେଶ ଏବଂ ସମାଜସେବୀ ବିବେକାନନ୍ଦ ବାରିକ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଦେବଜ୍ୟୋତି ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଉତ୍ସବକୁ ରେଷ୍ଟୁରାଣ୍ଟର ମୁଖ୍ୟ ରାଜେଶ କୁମାର ବଳ, ବିଶ୍ଵରଞ୍ଜନ ନାୟକ ଏବଂ ତାପସ କୁମାର ବଳ ପ୍ରମୁଖ ପରିଗୁଳନାରେ ସହଯୋଗ କରିଥିଲେ ରେଷ୍ଟୁରାଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget