loading...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ୱାର୍ଡ଼ ପରିକ୍ରମା

ୱାର୍ଡ଼ ନଂ-୫୭, ପାଣ୍ଡବ ନଗର ( ଗୁମ୍ଫା) ବରଗଡ଼ ବ୍ରିଟ କଲୋନୀରେ ମାନସ ଦାସ ଓ ବିନ୍ଦୁ ବଳିଆରସିଂଙ୍କ ସହଯୋଗରେ ସୁଜିତ ଜେନା, ଦେବାଶିଷ ନାୟକଙ୍କ ନେତୃତ୍ବରେ

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ୱାର୍ଡ଼ ପରିକ୍ରମା

ଭୁବନେଶ୍ୱର, ୱାର୍ଡ଼ ନଂ-୫୭, ପାଣ୍ଡବ ନଗର ( ଗୁମ୍ଫା) ବରଗଡ଼ ବ୍ରିଟ କଲୋନୀରେ ମାନସ ଦାସ ଓ ବିନ୍ଦୁ ବଳିଆରସିଂଙ୍କ ସହଯୋଗରେ ସୁଜିତ ଜେନା, ଦେବାଶିଷ ନାୟକଙ୍କ ନେତୃତ୍ବରେ ସାଂସଦ ଅପରାଜିତ ଷଡ଼ଙ୍ଗୀ ୱାର୍ଡ଼ ପରିକ୍ରମା କରିଥିଲେ । ଏଥି ସହିତ ୱାର୍ଡ଼ର ବିଭିନ୍ନ ସମସ୍ୟା ବୁଝିବା ସହିତ ପୋଷ୍ଟ ଅଫିସ୍ ଗୃହ ନିର୍ମାଣ କରିବା, ଖେଳ ପଡ଼ିଆ, ଏସ୍.ସି/ ଏସ୍.ଟି ମହିଳା ଗୃପ ତିଆରି କରିବା ସହ ମୁଖ୍ୟ ନଳା ପ୍ରଶସ୍ତିକରଣ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ୱାର୍ଡ଼ର ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିବା ପାଇଁ ପ୍ରତିଶୁତି ଓ ସଂଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଲେ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget