loading...

ଅସହ୍ୟ ଗ୍ରୀଷ୍ମପ୍ରବାହ ଯୋଗୁ ପକ୍ଷୀଙ୍କ ପାଇଁ ପାଣି ପିଇବାର ବ୍ୟବସ୍ଥା କଲେ ସମାଜସେବୀ ପ୍ରତାପ ସାହୁ

ମହାମାରୀ କରୋନାର ଦ୍ବିତୀୟ ଲହରରେ ଲୋକମାନେ ଏକପ୍ରକାର ତ୍ରାହି ତ୍ରାହି ଡାକୁଥିଲା ବେଳେ, ସେମାନଙ୍କର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି

ଅସହ୍ୟ ଗ୍ରୀଷ୍ମପ୍ରବାହ ଯୋଗୁ ପକ୍ଷୀଙ୍କ ପାଇଁ ପାଣି ପିଇବାର ବ୍ୟବସ୍ଥା କଲେ ସମାଜସେବୀ ପ୍ରତାପ ସାହୁ

ଭୁବନେଶ୍ୱର, ମହାମାରୀ କରୋନାର ଦ୍ବିତୀୟ ଲହରରେ ଲୋକମାନେ ଏକପ୍ରକାର ତ୍ରାହି ତ୍ରାହି ଡାକୁଥିଲା ବେଳେ, ସେମାନଙ୍କର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । ପେଟକୁ ମୁଠାଏ ଦାନା ପାଇଁ ଡ଼ହଳ ବିକଳ ହେଉଛନ୍ତି ଗରିବ ନିରାଶ୍ରୟ ଲୋକମାନେ । ଏଥିରେ ପକ୍ଷୀମାନେ ବି ବାଦ୍ ପଡ଼ିନାହାଁନ୍ତି । ମହାକାରୀ କରୋନା ସାଙ୍ଗକୁ ଅସହ୍ୟ ଗ୍ରୀଷ୍ମପ୍ରବାହ ଯୋଗୁ ଅନେକ ପଶୁପକ୍ଷୀ ଖାଦ୍ୟ ଓ ପାନୀୟ ବିନା ଅକାଳରେ ମୃତ୍ୟୁବରଣ କରୁଛନ୍ତି । 

ଏହାକୁ ହୃଦୟଙ୍ଗମ କରି ସମାଜସେବୀ ପ୍ରତାପ ସାହୁ ଏକ ନିଆରା ପଦକ୍ଷେପ ନେଇଛନ୍ତି । ଶ୍ରୀଯୁକ୍ତ ସାହୁ ଏକ ବଡ଼ ପାତ୍ରରେ ପାଣି ଭର୍ତ୍ତି କରି ତାକୁ ବଡ଼ ବଡ଼ ଗଛ ଉପରେ ରଖ୍ ପକ୍ଷୀମାନଙ୍କ ପାଇଁ ପାଣି ପିଇବାର ବ୍ୟବସ୍ଥା କରିଛନ୍ତି । ଯାହାଫଳରେ ପକ୍ଷୀକ୍ଷାନେ ପାଣି ପିଇବା ସହିତ ନିଜୀ ଜୀବନ ବଞ୍ଚାଇବାରେ ସହୟକ ହୋଇପାରିବେ । ପ୍ରତାପଙ୍କ ଏଭଳି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget