loading...

ନୂତନ ଆଇଜିଆର୍‌ଙ୍କୁ ଶୁଭେଚ୍ଛା ଜଣାଇଲା ଓଡ଼ିଶା ଷ୍ଟାମ୍ପ ଭେଣ୍ଡର ମହାସଂଘ

କେନ୍ଦ୍ରାଚଂଳ ରାଜସ୍ୱ ଆୟୁକ୍ତ ଭାବେ କାର୍ଯ୍ୟରତ ଅନିଲ କୁମାର ସାମଲ ନୂତନ ନିବନ୍ଧନ ମହାନିରୀକ୍ଷକ(ଆଇଜିଆର୍‌) ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ

ନୂତନ ଆଇଜିଆର୍‌ଙ୍କୁ ଶୁଭେଚ୍ଛା ଜଣାଇଲା ଓଡ଼ିଶା ଷ୍ଟାମ୍ପ ଭେଣ୍ଡର ମହାସଂଘ

ଭୁବନେଶ୍ୱର, କେନ୍ଦ୍ରାଚଂଳ ରାଜସ୍ୱ ଆୟୁକ୍ତ ଭାବେ କାର୍ଯ୍ୟରତ ଅନିଲ କୁମାର ସାମଲ ନୂତନ ନିବନ୍ଧନ ମହାନିରୀକ୍ଷକ(ଆଇଜିଆର୍‌) ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥି ପାଇଁ ଓଡ଼ିଶା ଷ୍ଟାମ୍ପ ଭେଣ୍ଡର ମହାସଂଘର ସମ୍ପାଦକ ରାମକୃଷ୍ଣ ପରିଡ଼ା, ବେଣୁଧର ସେନାପତି, ଭୁବନେଶ୍ୱର ଷ୍ଟାମ୍ପ ଭେଣ୍ଡର ସଂଘର ସଭାପତି ପ୍ରମୋଦ କୁମାର ସ୍ୱାଇଁ, ସମ୍ପାଦକ ବିନୋଦ କୁମାର ରାଉତ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ଦିନରେ ଷ୍ଟାମ୍ପ ଭେଣ୍ଡରଙ୍କ ସମସ୍ୟା ସମାଧାନ ହେବ ବୋଲି ଆଶା ପ୍ରକାଶ କରିଛନ୍ତି।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget