ଭୁବନେଶ୍ୱର, ସରକାର ରାଜ୍ୟରେ ଲୋକଙ୍କ ଜୀବନ ରକ୍ଷାକରିବା ପାଇଁ ଆବଶ୍ୟକୀୟ ଔଷଧ, ଅକ୍ସିଜେନ, ଟୀକା ଘରେ ଘରେ ପଂହଚାଇବାରେ ଆନ୍ତରିକତା ଦେଖାଉନଥିବା ବେଳେ ମଦକୁ ଘରେ ଘରେ ପଂହଚାଇବାର ଆଇନସଂଗତ ବ୍ୟବସ୍ଥା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଅତି ଦୁଃଖର ସହିତ ପ୍ରକାଶ କରିଛନ୍ତି । ଏ ରାଜ୍ୟର ଭାଗ୍ୟ ଆଜି ହତଭାଗ୍ୟରେ ପରିଣତ ହୋଇଛି । କେବଳ ମହାପ୍ରଭୁ ଜଗନ୍ନାଥହିଁ ସାହାଭରଷା ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ହତଭାଗ୍ୟ ଓଡ଼ିଶାକୁ କେବଳ ଜଗନ୍ନାଥ ହିଁ ଭରଷା : ନିରଞ୍ଜନ

Post a Comment