ଭୁବନେଶ୍ୱର, ଭୁବନେଶ୍ୱରସ୍ଥିତ ସାମ୍ବାଦିକ ଭବନଠାରେ ପୂର୍ବତନ ରାଜ୍ୟ କନିଷ୍ଠ ଶିକ୍ଷକ ସଂଘର ସଭାପତି ଶ୍ରୀ ଶ୍ରୀକାନ୍ତ ବାରିକଙ୍କ ନେତୃତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ସମସ୍ତ ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘର ସଭାପତି ଓ ପ୍ରତିନିଧ ମାନଙ୍କ ଉପସ୍ଥିତିରେ ରାଜ୍ୟ କନିଷ୍ଠ ଶିକ୍ଷକ ସଂଘର ପୁନର୍ଗଠନ କରାଗଲା । ସର୍ବସମ୍ମତିକ୍ରମେ ଅକ୍ଷୟ କୁମାର ପାଢୀ (ସଭାପତି), ନେତ୍ରାନନ୍ଦ ପ୍ରଧାନ | (ସମ୍ପାଦକ), ଆଦିତ୍ୟ ନାରାୟଣ ସ୍ବାଇଁ (ମହାସଚିବ), ଗୁଲସନ ପଣ୍ଡା (କୋଷାଧ୍ୟକ୍ଷ) । ରଶ୍ମିରଞ୍ଜନ ସାହୁ, ଆକାଶ ପଣ୍ଡା (ରାଜ୍ୟ ସଂଯୋଜକ), ସୂୟାସୁ ସତ୍ୟପ୍ରଜ୍ଞ ଶତପଥୀ, ସୌମ୍ୟରଞ୍ଜନ ପ୍ରଧାନ, ରକେଶ କୁମାର ପ୍ରଧାନ, ସୁଶାନ୍ତ କୁମାର ଜେନା (କାର୍ଯ୍ୟକାରୀ ସଭାପତି), ଭାଗ୍ୟବାନ ଝାଙ୍କର, ଶୁଭସ୍ମିତା ଷଡ଼ଙ୍ଗୀ, ବିକ୍ରମ ବେହେରା, ଅଭିଶେକ ପଣ୍ଡା (ଉପସଭାପତି), ରଶ୍ମିନାରାୟଣ ମଲ୍ଲିକ, ସଚିନ ସେଠ, ସଞ୍ଜୟ ବେହେରା, ସ୍ଵାତି ସାଗରିକା ତ୍ରିପାଠୀ, ଚନ୍ଦନ କୁମାର ବେହେରା (ଯୁଗ୍ମ ସମ୍ପାଦକ), ତିରୁପତି ମେହେର, କୋଦଣ୍ଡ ନାୟକ, ଦୁର୍ଗାପ୍ରସାଦ ଷଡ଼ଙ୍ଗୀ, ଶିବଶଙ୍କର ପଣ୍ଡା, ପିଣ୍ଟୁ କୁମାର ଭୋଇ, ଦେବପ୍ରସାଦ ସାହୁଙ୍କୁ (କାର୍ଯ୍ୟକାରୀ ସମ୍ପାଦକ) ଭାବେ ଚୟନ କରାଗଲା ।
ପୂର୍ବତନ ରାଜ୍ୟ କନିଷ୍ଠ ଶିକ୍ଷକ ସଂଘର ସଭାପତିଙ୍କ ନେତୃତ୍ବରେ ଓଡ଼ିଶା ଶିକ୍ଷକ ସଂଘର ପୁନର୍ଗଠନ

Post a Comment