ଭୁବନେଶ୍ୱର: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ନବୀକରଣ ହୋଇଥିବା ବୁଦ୍ଧିଶ୍ଵରୀ କଲୋନୀ ଶାଖା, କ୍ଷେତ୍ର ମହାପ୍ରବନ୍ଧକ, ଭୁବନେଶ୍ବରର ରମାକାନ୍ତ ପ୍ରଧାନଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ଵର କ୍ଷେତ୍ରର ଉପ-କ୍ଷେତ୍ରୀୟ ମୁଖ୍ୟ ପବିତ୍ର ମହାନ୍ତି, ଶାଖା ମୁଖ୍ୟ ଆଲୋକ କୁମାର ମିଶ୍ରଙ୍କ ସମେତ ଭୁବନେଶ୍ଵର କ୍ଷେତ୍ରୀୟ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଏବଂ ଶାଖାର ମୂଲ୍ୟବାନ ଗ୍ରାହକମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହାର ଶୋଭାବର୍ତ୍ତନ କରିଥିଲେ।
ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ନବୀକରଣ ଗୃହ ଉଦ୍ଘାଟିତ

Post a Comment