loading...

ଓଡ଼ିଶା ରାଜ୍ୟ ଶିଶୁ ଅଧୁକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ପାଳିତ

ଶିଶୁମାନେ ସମାଜର ସବୁଠାରୁ ସମ୍ବେଦନଶୀଳ ବର୍ଗ ହୋଇଥିବା ହେତୁ ରାଜ୍ୟ ସରକାର ଶିଶୁମାନଙ୍କ ଶିକ୍ଷା, ସୁରକ୍ଷା ଏବଂ ସାମଗ୍ରିକ ବିକାଶ ପାଇଁ ସର୍ବାଧୁକ ପ୍ରତିବଦ୍ଧତାର ସହ କାର୍ଯ୍ୟ

ଓଡ଼ିଶା ରାଜ୍ୟ ଶିଶୁ ଅଧୁକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ପାଳିତ

ଭୁବନଶ୍ଚର, କେବଳ କୋମଳ ନୁହେଁ, ଶିଶୁମାନେ ସମାଜର ସବୁଠାରୁ ସମ୍ବେଦନଶୀଳ ବର୍ଗ ହୋଇଥିବା ହେତୁ ରାଜ୍ୟ ସରକାର ଶିଶୁମାନଙ୍କ ଶିକ୍ଷା, ସୁରକ୍ଷା ଏବଂ ସାମଗ୍ରିକ ବିକାଶ ପାଇଁ ସର୍ବାଧୁକ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ଶିଶୁମାନଙ୍କ ପ୍ରତି କୌଣସି ପ୍ରକାର ଅନ୍ୟାୟ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରିଛନ୍ତି । ସେମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇଦେବା ନିମନ୍ତେ ବିଜୁ ଶିଶୁ ସୁରକ୍ଷା ଯୋଜନା, ଆଶୀର୍ବାଦ, ବିଜୁ କନ୍ୟା ଭିନ୍ନ ଯୋଜନା, ଆଦ୍ରିକା ଭଳି ଶିଶୁ ଅନୁକୂଳ ରାଜ୍ୟ ଯୋଜନା ପ୍ରଣୟନ କରାଯାଇଛି । ନିକଟରେ ରାଜ୍ୟର ୪ଟି ପୋଲିସ ଜିଲ୍ଲାରେ ୩୪ଟି ଶିଶୁ ଅନୁକୂଳ ଥାନା ସ୍ଥାପନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଶିଶୁମାନଙ୍କୁ କୋଭିଡର ପ୍ରତିକୂଳ ପ୍ରଭାବ ରୁ ସୁରକ୍ଷିତ ରଖୁବ ନିମନ୍ତେ ବହୁବିଧ ପଦକ୍ଷେପ ନିଆଯାଉଛି । 

ଶିଶୁମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ପୃଷ୍ଟିସାଧନ ସହ ମାନସିକ ଓ ସାମାଜିକ ସ୍ତରରେ ସେମାନଙ୍କୁ ସଶକ୍ତ କରି ପରବର୍ତ୍ତୀ ପିଢ଼ିକୁ ଭକ୍ତ ମ ନାଗରିକ କରି ଗଡ଼ିତୋଳିବା ଆମର ଲକ୍ଷ୍ୟ ବୋଲି ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ରାଜ୍ୟ ଶିଶୁ । । ଅଧୁ କାର ସୁରକ୍ଷା ଆୟୋଗର ଏକାଦଶତମ ପ୍ରତିଷ୍ଣୁ ଦିବ ସ ଅବସରରେ ତାଙ୍କ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି । ଆଜି କିଟ୍ ପ୍ରେକ୍ଷାଳୟରେ ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଷ୍ଣୁ ଦିବସକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଇ ୟ ଏବଂ ମହିଳା ଓ ଶିଶୁ ବିକାଶ ଏବଂ ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ବିଶିଷ୍ଟ ଅତିଥୁମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥୁଲେ । ଶ୍ରୀମତୀ ଗର୍ଗ କୋଭିଡ ମହାମାରୀ ସମୟରେ ବିଭାଗ ଦ୍ୱାରା ଶିଶୁ ଓ ପିଲାମାନଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ସକ୍ରିୟ ରଖୁବ ନିମନ୍ତେ ନିଆଯାଇଥୁବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । 

କୋଭିଡର ପ୍ରଥମ ଲହରରେ ୟୁନିସେଫ ସହାୟତାରେ ଅନ୍‌ଲାଇନ୍‌ରେ ମୋ ପ୍ରତିଭା’, ଅଙ୍ଗନବାଡ଼ି ଶିଶୁମାନଙ୍କ ପାଇଁ କୁନି କ୍ୟାଲେଣ୍ଡର’, ‘ ଘରେ ଘରେ ଅରୁଣିମା’ ଆଦି ଅଭି ନବ କାର୍ଯ୍ୟକ୍ରମ କରାଯାଇଛି । । ଅଙ୍ଗନବାଡ଼ି ବନ୍ଦ ଥୁବା ସମୟରେ ପ୍ରାକୃବିଦ୍ୟାଳୟ ଶିଶୁ ମାନଙ୍କ ପାଇଁ ଶୁଖୁଲା ରା ସନ୍ ଘରେ ବଣ୍ଟନ କରାଯିବ, କୋଭିଡରେ ଅନାଥ ଶିଶୁମାନଙ୍କ ଶିକ୍ଷା ପାଇଁ ଆଶୀର୍ବାଦ ଯୋଜନା କାର୍ଯ୍ୟକାରୀ ହେବା ସହ ପ୍ରତ୍ୟେକ ବର୍ଷ ଅନାଥ ଶିଶୁମାନଙ୍କ ସର୍ଭେ କରିବା ପାଇଁ ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରମୁଖ ସଚିବ ଶ୍ରୀ ମତୀ ଗର୍ଗ କହିଥୁଲେ । 

ଆୟୋଗ ତର ଫରୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକସଂପର୍କ ଉପଦେଷ୍ଟା ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ, ଶିଶୁ ଅଧୁକାର ପାଇଁ ବ୍ରାଣ୍ଡ ଆମ୍ବାସାଡ଼ର ଭାବେ ଘୋଷିତ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ କେ, ଛବି କୁମାରଙ୍କ ସମେତ ଶିଶୁ ଅଧୁକାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବୌଦ୍ଧ ଜିଲ୍ଲାର ଜିଲ୍ଲା ପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର, ଦେବ ଗଡ଼ର ଶିଶୁ ସୁରକ୍ଷା ଅଧୁକାରୀ, ଖୋଦ୍ଧାର ଜିଲ୍ଲା ଶିକ୍ଷା ଅଧୁକାରୀ, କୋରାପୁଟର ଡିଏବୃଓ, ଗଜପତିର ଶିଶୁ ବିକାଶ ପ୍ରକଳ୍ପ ଅଧୁକାରୀ, ସମ୍ବଲପୁର ଅଇଁଠାପାଲିର ଥାନା ଅଧୁକାରୀ, ସାମ୍ବାଦିକ ଡାଏନା ସାହୁ, ସୁପ୍ରିୟା ଦାସ ତଥା ବହୁ ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶିକ୍ଷକମ୍ପିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥୁଲା । 

ଦ୍ଵିତୀୟ ଅଧୁ ବେଶନରେ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା ଓ ଯନ୍ନ”, “ଭକ୍ତ ମା ମାନସିକ ସ୍ୱାସ୍ଥ୍ୟ ଅଭ୍ୟାସ’ ସଂପର୍କିତ ଦୁଇଟି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥୁଲା । ଏଥୁରେ ପିଲାମାନଙ୍କ ମାନସିକ ସନ୍ତୁଳନର ରକ୍ଷା ଦିଗରେ ପରିବାର, ସମାଜ ଓ ସରକାରଙ୍କ ଦାୟିତ୍ୱ ସଂପର୍କରେ ଓସେ ପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ଏଡୁକୋର କଣ୍ଡି ତା ଇରେକ୍ଟର ଗୁରୁପ୍ରସାଦ ରାଓଙ୍କ ସମେତ ବିଶେଷଜ୍ଞମାନେ ପରାମର୍ଶ ଦେଇଥୁଲେ । ଆଜିର ଏହି ପ୍ରତିଷ୍ଣ। ଦିବସରେ ବହୁ ସରକାରୀ ଅଧୁକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ପିଏ ବୃଓ, ଡିସିପିଓ, ସିତକୁ ସିର କାର୍ଯ୍ୟକର୍ତ୍ତା ଓ ଶିଶୁ ଯନ୍ନ ଅନୁଷ୍ଠାନଗୁଡ଼ିକର ଅନ୍ତେବ। ସୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥୁଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget