loading...

ପିସିସି ସଂଖ୍ୟାଲଘୁ ବିଭାଗ ଦାୟୀତ୍ବରେ ଥୁବା ଏଆଇସିସି ପର୍ଯ୍ୟବେକ୍ଷକ ନେତୃବୃନ୍ଦ ମାନଙ୍କୁ ଭେଟିବେ

ଓଡ଼ିଶା ଦାୟୀତ୍ୱରେ ଥିବା ପର୍ଯ୍ୟବେକ୍ଷକ ଶ୍ରୀ ଅବଦୁଲ ରହମନ ଖାନ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ଵର ସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପଂହଚିବେ

ପିସିସି ସଂଖ୍ୟାଲଘୁ ବିଭାଗ ଦାୟୀତ୍ବରେ ଥୁବା ଏଆଇସିସି ପର୍ଯ୍ୟବେକ୍ଷକ ନେତୃବୃନ୍ଦ ମାନଙ୍କୁ ଭେଟିବେ

ଭୁବନେଶ୍ୱର, ଓଡ଼ିଶାରେ ପ୍ରଦେଶ କଂଗ୍ରେସ କମିଟିର ସଂଖ୍ୟାଲଘୁ ବିଭାଗକୁ ସୁଦୃଢ଼ କରିବାପାଇଁ ଆସନ୍ତାକାଲି ତା ୨୪.୧୧.୨୦୨୧ ରିଖ ବୁଧବାର ଅଖୁଳଭାରତ କଂଗ୍ରେସ କମିଟିର ସଂଖ୍ୟାଲଘୁ ବିଭାଗର ଓଡ଼ିଶା ଦାୟୀତ୍ୱରେ ଥିବା ପର୍ଯ୍ୟବେକ୍ଷକ ଶ୍ରୀ ଅବଦୁଲ ରହମନ ଖାନ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ଵର ସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପଂହଚିବେ । ଏହି ଅବସରରେ ଶ୍ରୀ ରହମାନ ରାଜ୍ୟ ଏବଂ ସମସ୍ତ ଜିଲ୍ଲାର କଂଗ୍ରେସ ଦଳପ୍ରତି ଆନୁଗତ୍ୟ ଥିବା ସଂଖ୍ୟାଲଘୁ ନେତା ଓ କର୍ମୀମାନଙ୍କୁ ଭେଟିବେ । ଦଳକୁ ଓଡ଼ିଶାରେ ଶକ୍ତିଶାଳୀ କରିବା ନିମେନ୍ତ ପିସିସି କାର୍ଯ୍ୟାଳୟ ଠାରେ ଦିବା ୧୦ ଘଟିକାରୁ ଶ୍ରୀ ଅବଦୁଲ ରହମନ ଖାନ ଙ୍କୁ ସଂଖ୍ୟାଲଘୁ କର୍ମୀ ଓ ନେତୃବୃନ୍ଦ ଭେଟି ସୁଚିନ୍ତିତ ପରାମର୍ଶ ଦେବାପାଇଁ ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଅନୁରୋଧ କରିଛନ୍ତି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget