ଭୁବନେଶ୍ୱର, କୋଭିଡ ମହାମାରୀ ଦ୍ବାରା ପ୍ରଭାବିତ ହୋଇଥିବା ଋଣଗ୍ରହୀତାମାନଙ୍କୁ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ “ବ୍ରାଞ୍ଚ ଅଦାଲତ” ପାନ ଇଣ୍ଡିଆ ଅଭିଯାନ ତା ୩୧.୦୧.୨୦୨ ୨ ରିଖରୁ ୦୫.୦ ୨.୨୦୨୨ ରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଯାଇଛି । ବିଶେଷ ଭାବେ କ୍ଷୁଦ୍ର ଋଣଗ୍ରହୀତା ଯେଉଁମାନଙ୍କର ବକେୟା ରାଶିର ପରିମାଣ ୨୫ ଲକ୍ଷରୁ କମ୍ ଅଟେ ସେମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ କୃଷି ଋଣ , ଏମ୍ଏସ୍ଏମ୍ଇ ରଣ , ରିଟେଲ୍ ଏବଂ ବ୍ୟକ୍ତିଗତ ଋଣକୁ ସାମିଲ କରାଯାଇଅଛି ।
୬,୮୪,୦୦୦ ଜଣ ଏନ୍ପିଏ ଋଣଗ୍ରହୀତା ଏହି ଅଭିଯାନରେ ଯୋଗ୍ୟ ବିବେଚିତ ହୋଇ ଏଥିରୁ ଲାଭ ଉଠାଇ ପାରିଛନ୍ତି । ବ୍ୟାଙ୍କ ଏହି ଅଭିଯାନ ମାଧ୍ୟମରେ ୪୦୭ କୋଟି ଟଙ୍କାର ଏପିଏ ରଣର ସମାଧାନ କରିବାରେ ସକ୍ଷମ ହୋଇ ପାରିଛି । ଏହି ଅଭିଯାନରୁ ଉତ୍ତମ ଫଳାଫଳ ମିଳିଥିବାରୁ ବ୍ୟାଙ୍କ ଏହି ଅଭିଯାନକୁ ପୁନର୍ବାର ୨୮.୦୨.୨୦୨୨ରୁ ୦୫.୦୩.୨୦ ୨୨ ପର୍ଯ୍ୟନ୍ତ ଜାରି ରଖିବ ବୋଲି ବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଛି ।
Post a Comment