loading...

ଉତ୍କଳ ଗୌରବ ମଧୁସୁଦନ ଦାସଙ୍କୁ ମରଣୋତର ଭାରତ ରତ୍ନ ପ୍ରଦାନ ଦାବି

ଉତ୍କଳ ଗୌରବ ମଧୁସୁଦନ ଦାସଙ୍କୁ ମରଣୋତର ଭାରତ ରତ୍ନ ପ୍ରଦାନ ଦାବି ଯୋର ଧରିଛି । ଏନେଇ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମନ୍ଦିର ନିକଟରେ ଓ ପୁରୀ କୋର୍ଟ ନିକଟରେ ଓକିଲ ସଂଘ ସହଯୋଗ

ଉତ୍କଳ ଗୌରବ ମଧୁସୁଦନ ଦାସଙ୍କୁ ମରଣୋତର ଭାରତ ରତ୍ନ ପ୍ରଦାନ ଦାବି

ଭୁବନେଶ୍ୱର, ଉତ୍କଳ ଗୌରବ ମଧୁସୁଦନ ଦାସଙ୍କୁ ମରଣୋତର ଭାରତ ରତ୍ନ ପ୍ରଦାନ ଦାବି ଯୋର ଧରିଛି । ଏନେଇ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମନ୍ଦିର ନିକଟରେ ଓ ପୁରୀ କୋର୍ଟ ନିକଟରେ ଓକିଲ ସଂଘ ସହଯୋଗରେ ଅଲ୍ ଓଡ଼ିଶା ଲୟର୍ସ ଗୃପ ଓଡ଼ିଶା ପକ୍ଷରୁ ଦସ୍ତଖତ ସଂଗ୍ରହ କରାଯାଇଛି । ହାଇକୋର୍ଟ ଆଇନଜୀବୀ ସରୋଜ କୁମାର ସାହୁ, ଦସ୍ତଖତ ଅଭିଯାନର ଆବାହକ ଲିଙ୍ଗରାଜ ସାହୁ, ସଂଯୋଜକ ସଂଗୀତା ପଟ୍ଟନାୟକ, ଖାରବେଳ ଐର, ପୁରୀ ଓକିଲ ସଂଘର ସମ୍ପାଦକ ସାରଦା ସାମଲ ଓ ଶତାଧିକ ଆଇନଜୀବୀ ସାମିଲ ହୋଇଥିଲେ । ମଧୁବାବୁଙ୍କ ପ୍ରଥମ କର୍ମକ୍ଷେତ୍ର କୋଲକତାରୁ ଆରମ୍ଭ ହୋଇଥିବା ଏହି ଦସ୍ତଖତ ଅଭିଯାନ ପରେ ଆଣ୍ଡାମାନ, ଚେନ୍ନାଇ, କର୍ଣ୍ଣାଟକ, ପଞ୍ଜାବ, ଉତରପ୍ରଦେଶ, ଉତରାଖଣ୍ଡ  ସମେତ ବିଭିନ୍ନ ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯାଇଛି । 

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget