loading...

‘ୱାର୍କ, ୱାର୍କମାନସିପ୍ ଆଣ୍ଡ ଉଇନିଙ୍ଗ୍' ପୁସ୍ତକ ରାଜ୍ୟପାଳଙ୍କ ଦ୍ଵାରା ଉନ୍ମୋଚିତ

ସତ୍ୟଜିତ ସେନାପତିଙ୍କ ଦ୍ବାରା ଲିଖୁତ ‘ୱାର୍କ, ୱାର୍କମାନସିପ୍ ଆଣ୍ଡ ଉଇନିଙ୍ଗ' ପୁସ୍ତକକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନରେ ଉନ୍ମୋଚନ

‘ୱାର୍କ, ୱାର୍କମାନସିପ୍ ଆଣ୍ଡ ଉଇନିଙ୍ଗ୍' ପୁସ୍ତକ ରାଜ୍ୟପାଳଙ୍କ ଦ୍ଵାରା ଉନ୍ମୋଚିତ

ଭୁବନେଶ୍ୱର,ସତ୍ୟଜିତ ସେନାପତିଙ୍କ ଦ୍ବାରା ଲିଖୁତ ‘ୱାର୍କ, ୱାର୍କମାନସିପ୍ ଆଣ୍ଡ ଉଇନିଙ୍ଗ' ପୁସ୍ତକକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନରେ ଉନ୍ମୋଚନ କରିଛନ୍ତି । ଏହି ଉନ୍ମୋଚନ ଉତ୍ସବରେ ଲେଖକଙ୍କ ସହ ବିଶିଷ୍ଟ ଲେଖକ ତଥା ପୂର୍ବତନ ପ୍ରଶାସକ ରବି ନାରାୟଣ ସେନାପତି ଓ କବି ରକ୍ଷକ ନାୟକ ଉପସ୍ଥିତ ଥିଲେ । କର୍ପୋରେଟ୍ ଜଗତରେ ଉଚ୍ଚତର ସୋପାନରେ ପହଞ୍ଚିବା ପାଇଁ ଏହି ପୁସ୍ତକଟି ଏକ ମାର୍ଗଦର୍ଶିକା ଏବଂ ଏହା ବିପୁଳ । ପାଠକୀୟତା ହାସଲ କରିବ ବୋଲି ପ୍ରକାଶ କରି ରାଜ୍ୟପାଳ ଲେଖକ ଶ୍ରୀ ସେନାପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget