loading...

ୟୁକୋ ବ୍ୟାଙ୍କ ଚାଉଳିଆଗଞ୍ଜ ଶାଖାର ଏଟିଏମ୍ ପରିସର ଉଦ୍‌ଘାଟିତ

କଟକ ପାରାଦୀପ ରୋଡ୍‌ସ୍ଥିତ ୟୁକୋ ବ୍ୟାଙ୍କ, ଚାଉଳିଆଗଞ୍ଜ ଶାଖାର ଏଟିଏମ୍ ପରିସର ଉଦ୍‌ଘାଟିତ ହୋଇଯାଇଛି

ୟୁକୋ ବ୍ୟାଙ୍କ ଚାଉଳିଆଗଞ୍ଜ ଶାଖାର ଏଟିଏମ୍ ପରିସର ଉଦ୍‌ଘାଟିତ


କଟକ: କଟକ, ପାରାଦୀପ ରୋଡ୍‌ସ୍ଥିତ ୟୁକୋ ବ୍ୟାଙ୍କ, ଚାଉଳିଆଗଞ୍ଜ ଶାଖାର ଏଟିଏମ୍ ପରିସର ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡିଆର୍‌ଡିଏ, କଟକର ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମାର କର, ୟୁକୋ ବ୍ୟାଙ୍କ ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ତଥା ଏସ୍ଏବିସି ମୁଖ୍ୟ ଅରୁପାନନ୍ଦ ଜେନା, କଟକ ଏଡିଏମ୍ ରାଜେଶ କୁମାର ବେହେରା ଉପସ୍ଥିତ ଥିଲେ । ଏଭଳି ଏକ ପ୍ରମୁଖ ସ୍ଥାନରେ ଏଟିଏମ୍ ସ୍ଥାପନ ହୋଇଥିବାରୁ ନିର୍ଦ୍ଦେଶକ ଶ୍ରୀ କର ନିଜର ଖୁସି ବ୍ୟକ୍ତ କରିଥିଲେ । ଆଞ୍ଚଳିକ ମୁଖ୍ୟ ଶ୍ରୀ ଜେନା ଚଳିତ ଆର୍ଥିକ ବର୍ଷରେ ଚାଉଳିଆଗଞ୍ଜ ଶାଖା ବ୍ୟବସାୟିକ ଦୃଷ୍ଟି କୋଣରୁ ନୂତନ ଶିଖର ଛୁଇଁବ ବୋଲି ପ୍ରକାଶ କରିଥିଲେ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget