loading...

ଭୁବନେଶ୍ୱର ୧ ଡିସେମ୍ବର ୨୦୨୩



ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ନିକଟ ବେଳାଭୂମି ରେ World AIDS Day ଉପଲକ୍ଷେ ବାଲୁକା କଳା ନିର୍ମାଣ କରିଛନ୍ତି |

ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ଏ ବର୍ଷ ର ଥିମ "Let communities Lead" କୁ ଆଧାର କରି ୧୫ଫୁଟ ଓସାର ବିଶିଷ୍ଟ ଏକ ବାଲୁକା କଳା ନିର୍ମାଣ କରିଛନ୍ତି | ସେ ଏଥିରେ ସମସ୍ତେ ମିଶି କାର୍ଯ୍ୟ କରି  AIDS ରୁ ଦୁରେଇ ରହି ଏକ ସୁସ୍ଥ ସମାଜ ଗଠନ କରିବା  ଏବଂ ଏକ ସମୃଦ୍ଧ ସମାଜ ଗଠନ କରିବା ର ବାର୍ତ୍ତା ଦେଇଛନ୍ତି |

ଏହି ବାଲୁକା କଳା ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା ଏବଂ ଏଥିରେ  ଟନ ବାଲି ଉପଯୋଗ କରାଯାଇଛି | ଏହି ବାଲୁକା କଳାରେ ସେ " Let Communities Lead " ର ବାର୍ତ୍ତା ଦେଇଛନ୍ତି |

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget