loading...

କାନାରା ବ୍ୟାଙ୍କ ତରଫରୁ ରାଜ୍ୟର ପ୍ରମୁଖ କେନ୍ଦ୍ର ଗୁଡିକରେ ମୁଦ୍ରା ବିନିମୟ ମେଳା ଅନୁଷ୍ଠିତ

ଭୁବନେଶ୍ୱର,  ଜୁନ ୨୦୨୫



କାନାରା ବ୍ୟାଙ୍କର ମହାପ୍ରବନ୍ଧକ ତଥା ରାଜ୍ୟ ମୁଖ୍ୟ ଜଗଦୀଶ ଚନ୍ଦରଙ୍କ ମାର୍ଗଦର୍ଶନରେ ରାଜ୍ୟର ପ୍ରମୁଖ କେନ୍ଦ୍ରଗୁଡିକରେ ସ୍ୱତନ୍ତ୍ର ମୁଦ୍ରା ବିନିମୟ ମେଳା ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କ ତରଫରୁ ପୁରୁଣା ମଇଳା ଏବଂ ଚିରାଫଟା ନୋଟ୍‌କୁ ବଦଳାଇ ନୂଆ ନୋଟ୍ ଏବଂ କଏନ୍ ଦେବାର ବ୍ୟବସ୍ଥା ହୋଇଥିଲା। ଆଗକୁ ଥିବା ପର୍ବ ଅବସରରେ ଆୟୋଜିତ ହୋଇଥିବା ଏହି ମେଳାକୁ ଜନସାଧାରଣଙ୍କର ବିପୁଳ ପ୍ରତିକ୍ରିୟା ମିଳିଥିଲା। ବହୁ ସଂଖ୍ୟକ ଜନସାଧାରଣ ଏହି ମେଳାକୁ ପରିଦର୍ଶନ କରିଥିଲେ ଏବଂ ମୁଦ୍ରା ବିନିମୟର ଲାଭ ଉଠାଇଥିଲେ। କାନାରା ବ୍ୟାଙ୍କର ଏହି ଗ୍ରାହକ କୈନ୍ଦ୍ରି୍‌କ ପଦକ୍ଷେପ ସର୍ବସାଧାରଣରେ ଗ୍ରହଣୀୟ ଓ ଆଦୃତ ହୋଇଥିଲା।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget