loading...

ଅସହାୟଙ୍କୁ ପୂର୍ବତନ ସରପଞ୍ଚଙ୍କ ସହାୟତା ।

ଅସହାୟଙ୍କୁ ପୂର୍ବତନ ସରପଞ୍ଚଙ୍କ ସହାୟତା ।

ଅସହାୟଙ୍କୁ ପୂର୍ବତନ ସରପଞ୍ଚଙ୍କ ସହାୟତା ।

କଟକ : କଟକ ଜିଲ୍ଲା କଣ୍ଟାପଡ଼ା ବ୍ଳକୁ ନୂଆଗାଁ ଗ୍ରାମର ପୂର୍ବତନ ସରପଞ୍ଚ ଜମ୍ବେଶ୍ବର ମଲ୍ଲିକ ଗରିବ, ଅସହାୟ ପରିବାରକୁ ଆଳୁ, ପିଆଜ, ବିସ୍କୁଟ୍, ସାବୁନ, ମାସ୍କ ଆଦିର ୫୦୦ ପ୍ୟାକେଟ୍ ରିଲିଫ ସାମଗ୍ରୀ ବିତରଣ କରିଥିଲେ । ଏହି କାର୍ଯ୍ୟରେ ନୂଆଗାଁ ପଞ୍ଚାୟତର ସରପଞ୍ଚଙ୍କ ସହ ଅଙ୍ଗନବାଡ଼ି କର୍ମୀ ଏବଂ ୱାର୍ଡମେମ୍ବରଙ୍କ ମିଳିତ ସହଯୋଗରେ ଏହି ରିଲିଫ୍ ବଣ୍ଟନ କାର୍ଯ୍ୟ କରାଯାଇଥିଲା । ଏହାକୁ ସାଧାରଣରେ ଖୁବ ପ୍ରଶଂସା କରାଯାଇଛି । ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget