loading...

ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଶାରଦୀୟ ସାହିତ୍ୟ ପତ୍ରିକା “ମାନବିକତାର ବିଶ୍ଵମୁକ୍ତି’ ବିଜୟାଦଶମୀରେ ଲୋକାର୍ପିତ ।

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସମର୍ପିତ ନିୟମିତ ପତ୍ରିକା ‘ମାନବିକତାର ବିଶ୍ବମୁକ୍ତି’ କୁ ସଂପ୍ରତି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଶିକ୍ଷାବିତ୍ ତଥା।

ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଶାରଦୀୟ ସାହିତ୍ୟ ପତ୍ରିକା “ମାନବିକତାର ବିଶ୍ଵମୁକ୍ତି’ ବିଜୟାଦଶମୀରେ ଲୋକାର୍ପିତ ।

ଭୁବନେଶ୍ୱର ; ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସମର୍ପିତ ନିୟମିତ ପତ୍ରିକା ‘ମାନବିକତାର ବିଶ୍ବମୁକ୍ତି’ କୁ ସଂପ୍ରତି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଶିକ୍ଷାବିତ୍ ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ବିଜୟାଦଶମୀ ଅବସରରେ ତାଙ୍କ ବାସଭବନ କାର୍ଯ୍ୟାଳୟଠାରେ ଲୋକାର୍ପିତ ହୋଇଯାଇଛି । ତାଙ୍କ ସହ ଏହାର ମୁଖ୍ୟସମ୍ପାଦକ ବିଶିଷ୍ଟ କବି ଡ. ପ୍ରସନ୍ନ ପାଟ୍ଟଶାଣୀ ଓ ସମ୍ପାଦକ ଅଧ୍ୟାପକ ଶଶାଙ୍କ ଚୂଡ଼ାମଣି ଉପସ୍ଥିତ ରହି ପାଠକ ମାନଙ୍କୁ ଶାରଦୀୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସମସ୍ତେ ସୁସ୍ଥ ଓ ନିରାମୟ ରହିବା ପାଇଁ ମା’ ଦୁର୍ଗାଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget