ଭୁବନେଶ୍ୱର: ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ, ଭୁବନେଶ୍ୱର ଅଶୋକ ନଗର ଶାଖା ପକ୍ଷରୁ ଚଳିତ ମାସ ୨ ତାରିଖରୁ ସତର୍କତା ସଚେତନତା ସପ୍ତାହ ପାଳନ କରାଯାଉଛି । ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ, କର୍ମଚାରୀ ଏବଂ ଗ୍ରାହକମାନଙ୍କ ଉପସ୍ଥିତିରେ ଶପଥ ଗ୍ରହଣ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା । ବ୍ୟାଙ୍କ ପକ୍ଷରୁ ସ୍କୁଲ ଏବଂ କଲେଜ ସ୍ତରରେ ଦୁର୍ନୀତି ବିରୋଧ ବିଷୟ ଉପରେ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜନ କରାଯିବା ସହିତ ବ୍ୟାଙ୍କର ଶାଖାରେ ଦୁର୍ନୀତି ନିବାରଣ ବିରୋଧରେ ସଚେତନତା ସୃଷ୍ଟି କରାଯାଇଥିଲା ଏବଂ ଏହି ଅବସରରେ । ବ୍ୟାଙ୍କର ଅଧୁକାରୀ ଏବଂ କର୍ମଚାରୀମାନେ ଶପଥ ପାଠ କରିଥିଲେ।
ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳିତ ।

Post a Comment