loading...

ଧର୍ମପରାୟଣା ମହିଳାଙ୍କ ପରଲୋକ

ତିର୍ତ୍ତୋଲ ବ୍ଲକ୍‌ ଅନ୍ତର୍ଗତ ହାସିମନଗର ଗ୍ରାମନିବାସୀ ବରିଷ୍ଠ ସାମ୍ବାଦିକ ତଥା ଜ୍ୟୋତିର୍ବିଦ୍‌ ଦୋଳଗୋବିନ୍ଦ ପଣ୍ଡାଙ୍କ ମାତା ସରସ୍ବତୀ ପଣ୍ଡାଙ୍କର

ଧର୍ମପରାୟଣା ମହିଳାଙ୍କ ପରଲୋକ

ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ୍‌ ଅନ୍ତର୍ଗତ ହାସିମନଗର ଗ୍ରାମନିବାସୀ ବରିଷ୍ଠ ସାମ୍ବାଦିକ ତଥା ଜ୍ୟୋତିର୍ବିଦ୍‌ ଦୋଳଗୋବିନ୍ଦ ପଣ୍ଡାଙ୍କ ମାତା ସରସ୍ବତୀ ପଣ୍ଡାଙ୍କର ତା୨୬-୧୨-୨୦୨୦ ଶନିବାର ସକାଳ ୭ଟା ସମୟରେ ମସ୍ତିଷ୍କାଘାତରେ ପରଲୋକ ହୋଇଯାଇଛି।ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା ସେ ଜଣେ ଧର୍ମପରାୟଣା, ପରୋପକାରିଣୀ ଓ ବନ୍ଧୁବତ୍ସଳା ମହିଳା ଥିଲେ। ତାଙ୍କର ଦୁଇ ପୁଅ, ଦୁଇ ନାତି ଓ ନାତୁଣୀ  ଅଛନ୍ତି। ତାଙ୍କର ଜ୍ୟେଷ୍ଠପୁତ୍ର ରଘୁନାଥ ପଣ୍ଡା ମୁଖାଗ୍ନି ଦେଇଥିଲେ। ନିଜ ଗ୍ରାମ ହାସିମନଗରରେ ଶନିବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସରସ୍ବତୀ ପଣ୍ଡାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। 
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget