loading...

ଆଜିଠାରୁ ଓଡ଼ିଶା ବିଧାନସଭାର ସମସ୍ତ ଫାଇଲ୍ କାର୍ଯ୍ୟ ଆଜିଠାରୁ ଅନ୍‌ଲାଇନ୍ ମୋଡ୍‌ରେ

ଓଡ଼ିଶା ବିଧାନସଭାର ସମସ୍ତ ଫାଇଲ୍ କାର୍ଯ୍ୟ ଆଜିଠାରୁ ଅନ୍‌ଲାଇନ୍ ମୋଡ୍‌ରେ ହେବ । ଓସ୍ଵାସ୍ ତରଫରୁ ବିଧାନସଭାର ସମସ୍ତ ଫାଇଲ୍ କାର୍ଯ୍ୟ ଡିଜିଟାଲ୍ ହେବ

ଆଜିଠାରୁ ଓଡ଼ିଶା ବିଧାନସଭାର ସମସ୍ତ ଫାଇଲ୍ କାର୍ଯ୍ୟ ଆଜିଠାରୁ ଅନ୍‌ଲାଇନ୍ ମୋଡ୍‌ରେ

ଭୁବନେଶ୍ୱର, ଓଡ଼ିଶା ବିଧାନସଭାର ସମସ୍ତ ଫାଇଲ୍ କାର୍ଯ୍ୟ ଆଜିଠାରୁ ଅନ୍‌ଲାଇନ୍ ମୋଡ୍‌ରେ ହେବ । ଓସ୍ଵାସ୍ ତରଫରୁ ବିଧାନସଭାର ସମସ୍ତ ଫାଇଲ୍ କାର୍ଯ୍ୟ ଡିଜିଟାଲ୍ ହେବ ଏବଂ ଏତଦ୍ଵାରା ଫାଇଲ୍ କାର୍ଯ୍ୟ ଅଧୂକ ତ୍ବରାନ୍ବିତ ହେବ । ଏହି ବ୍ୟବସ୍ଥାକୁ ଆଜି ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ଉପଶାସନ ସଚିବ ମଟରାଜ ଡୁଙ୍ଗଡୁଙ୍ଗ, ଓସ୍ଵାସ୍ ନିର୍ବାହୀ ଅଧୁକାରୀ ଲିଲାନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget