ଭୁବନେଶ୍ୱର, ଭୁବନେଶ୍ଵର ବ୍ଲକ ଅନ୍ତର୍ଗତ ଜଟଣୀ ନିର୍ବାଚନ ମଣ୍ଡଳୀର ଭଗବତୀପୁର ଏକଲବ୍ୟ ଚାଲେ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସ୍ଥାନୀୟ ୧୬ ଟି ଟିମ୍ ଅଂଶଗ୍ରହଣ କରିଥିଲେ । ଅନ୍ତିମ ମ୍ୟାଚ୍ ଶରଧାପୁର ଦଳ ଚମ୍ପିଅନ୍ ହେବା ସହ ଘାଟିକିଆ ଦଳ ରନର୍ସଅପ୍ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ । ଅତିଥି ଭାବେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଯୋଗ ଦେଇ ଶରଧାପୁର ଦଳକୁ ଚମ୍ପିଆନ୍ ଟ୍ରଫି ପ୍ରଦାନ କରିବା ସହ ରନର୍ସଅପ୍ ଦଳକୁ ମଧ୍ୟ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦୁସାସନ ସ୍ୱାଇଁ, ଟୁନା ନାୟକ, ନଗେନ୍ ସିଂ ମଧ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଜଟଣୀ ନିର୍ବାଚନ ମଣ୍ଡଳୀର ଭଗବତୀପୁର ଏକଲବ୍ୟ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ

Post a Comment