ଭୁବନେଶ୍ୱର, ଖଦୀମେଳାରେ ଯୋଗଦେଇ ଖଦୀ ବସ୍ତର ପ୍ରଚାର ଓ ପ୍ରସାର ପାଇଁ ରାଜଧାନୀବାସୀଙ୍କୁ ନିବେଦନ କରିଥିବା ସିଲଭର ଗାନ୍ଧୀଙ୍କୁ ଖଦୀମେଳାର ଉଦ୍ଯାପନୀ ଉତ୍ସବରେ ଖଦୀବୋର୍ଡ ତରଫରୁ ସିଲଭର ଗାନ୍ଧୀଙ୍କୁ ସମ୍ମାନିତ କରାଯାଇଛି । ଏଥି ସହିତ ସାରା ଓଡ଼ିଶାରେ ଖଦୀର ପ୍ରଚାର ଓ ପ୍ରସାର ସହିତ ଅହିଂସା, ଶାନ୍ତି, ସଦ୍ଭାବନା ଓ ଭାଇରରା ବଜାୟ ରଖୁବା ପାଇଁ ସାଇରାମ ଗାନ୍ଧୀ ସାରା ରାଜ୍ୟ ପଦଯାତ୍ରା କରି ଲୋକମାନଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବା ପାଇଁ ପଦକ୍ଷେପ ନେଇଛନ୍ତି । ଏହି ଅବସରରେ ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଭାରତର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟିବେ ବୋଲି ସିଲଭର ଗାନ୍ଧୀ ପ୍ରକାଶ କରିଛନ୍ତି ।
ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ଭେଟିବେ ସିଲଭର ଗାନ୍ଧୀ

Post a Comment