loading...

ଭୁବନେଶ୍ବର ସାଂଗଠନିକ ଜିଲ୍ଲା କାର୍ଯ୍ୟକାରୀ କମିଟି ଘୋଷଣା, ଘୋଷଣା କଲେ ଜିଲ୍ଲା ସଭାପତି- ବାବୁ ସିଂ

ଭୁବନେଶ୍ବର ସାଂଗଠନିକ ଜିଲ୍ଲା କାର୍ଯ୍ୟକାରୀ କମିଟି ଘୋଷଣା ରାଜ୍ୟ ସଭାପତିଙ୍କ ଅନୁମୋଦନକ୍ରମେ ଘୋଷଣା କଲେ ଜିଲ୍ଲା ସଭାପତି ବାବୁ ସିଂ

ଭୁବନେଶ୍ବର ସାଂଗଠନିକ ଜିଲ୍ଲା କାର୍ଯ୍ୟକାରୀ କମିଟି ଘୋଷଣା, ଘୋଷଣା କଲେ ଜିଲ୍ଲା ସଭାପତି- ବାବୁ ସିଂ

ଭୂବନେଶ୍ୱର, ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ ଆଜି ଭୁବନେଶ୍ବର ସାଂଗଠନିକ ଜିଲ୍ଲା କାର୍ଯ୍ୟକାରୀ କମିଟି ଘୋଷଣା କରିଛନ୍ତି । ଏହି କମିଟିରେ ୮ ଜଣ ଉପସଭାପତି, ୩ ଜଣ ସାଧାରଣ ସଂପାଦକ, ୮ ଜଣ ସଂପାଦକ, ୧ କୋଷାଧକ୍ଷ, ସମସ୍ତ ମୋର୍ଚ୍ଚା ସଭାପତି, ମୋର୍ଚ୍ଚା ପ୍ରଭାରୀ, ମଣ୍ଡଳ ପ୍ରଭାରୀ, ସ୍ଥାୟୀ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ (୬୦)ଙ୍କ ନାମ ତାଲିକା ଘୋଷଣା କରିଛନ୍ତି । ଏହି କମିଟିରେ; (ଜିଲ୍ଲା କମିଟି) ଉପସଭାପତି, ବିଭାସ ସେନଗୁପ୍ତା, ନିରଞ୍ଜନ ରାଉତରାୟ, ଦେବେନ୍ଦ୍ର ପତି, ରାଜେନ୍ଦ୍ର ଦାସ, ଶିବ ବେହେରା, ମାନସୀ ରାୟ, ତୃପ୍ତାମୟି ମକଦ୍ଦମ ଓ ରାକେଶ ଜେନା । ସାଧାରଣ ସଂପାଦକ, ଅଭିଷେକ ଆଚାର୍ଯ୍ୟ, ହିମାଂଶୁ ଛୋଟରାୟ, ଦିଲୀପ ବେହେରା । ସଂପାଦକ; ଜନ୍ମତି ପରିଡା, କ୍ରିଷ୍ଣା ମିଶ୍ର, ଦିନବନ୍ଧୁ ଦାସ, ତାପସ ଦଳେଇ, ଧବଳେଶ୍ଵର ସୂତି, ରଶ୍ମିତା ସେଠୀ, ରାଜେନ୍ଦ୍ର ନାୟକ, ଜୁଲିମା ପ୍ରଧାନ । କୋଷାଧକ୍ଷ; ମିନତୀ ବାରିକ ।

(ମୋର୍ଚ୍ଚା) ମହିଳା ମୋର୍ଚ୍ଚା-ମନ୍ଦାକୀନି ପାତ୍ର; ଯୁବମୋର୍ଚ୍ଚ-ରଶ୍ମୀରଞ୍ଜନ ମହାପାତ୍ର; ଏସସି ମୋର୍ଜା-ଆଲୋକ ସେ; ଏସଟି ମୋର୍ଚ୍ଚ-ଗଙ୍ଗାରାମ ସୋରେନ, ସଂଖ୍ୟାଲଘୁ ମୋର୍ଲା-ଶାହାଜାନ ଖାନ, ଓବିସି ମୋର୍ଚ୍ଚା-ରଶ୍ମୀରଞ୍ଜନ ମୁଦୁଲି; କୃଷକ ମୋର୍ଚ୍ଚା-ବିକ୍ରମ ପ୍ରଧାନ । (ସେଲ) ସ୍ଵଚ୍ଛ ଭାରତ ସେଲ-ଅଖିଳ ପଟ୍ଟନାୟକ; ମିଡିଆ ସେଲ-ସୁଜିତ୍ ଜେନା, ଟ୍ରେଡର ସେଲ-ଭିମସେନ ନାୟକ; ଆଇଟି ସେଲ-ରଶ୍ମୀରଂଜନ କାନୁନଗୋ, କଲଚରାଲ ସେଲ-ନିହାର ପଟ୍ଟନାୟକ, ଅର୍ବାନ ସେଲ-ପଦ୍ମନାଭ ଦାସ ଏବଂ ଜିତେନ୍ଦ୍ର ରଥ (ସହ ସଂଯୋଜକ); ଏନଜିଓ ସେଲ-ନିରଂଜନ ସାହୁ, ଟ୍ରେନିଂ ସେଲ-ରବି ମହାରଣା, ମେଡିକାଲ । ସେଲ-ଦିଲୀପ ମହାନ୍ତି ଏବଂ କେଦାରନାଥ ରଣସିଂହ (ସହ ସଂଯୋଜକ); ଲିଗାଲ ସେଲ-ମୁରଲୀ ମନୋହର ପାତ୍ର, ସମବାୟ ସେଲ-ଶରତ ସ୍ବାଇଁ ।

(ମୋର୍ଚ୍ଚା ପ୍ରଭାରୀ) ଓବିସି ମୋର୍ଜା-ଅନଙ୍ଗ ବିଶ୍ବାଳ, ଯୁବ ମୋର୍ଚ୍ଚା-ସଂଗ୍ରାମ ନାୟକ; ମହିଳା ମୋର୍ଚ୍ଚା-ଅଭିଷେକ ଆଚାର୍ଯ୍ୟ, ଏସସି ମାର୍ଜୀ-ସୁଜିତ୍ ଦାସ; ସଂଖ୍ୟାଲଘୁ ମୋର୍ଚ୍ଚ-ଗୁରୁଚରଣ ସିଂହ, ଏସଟି ମୋର୍ଚ୍ଚ-ମାଳତୀ ହେମ; କୃଷକ ମୋର୍ଗା-ପ୍ରଫୁଲ୍ଲ ସ୍ୱାଇଁ । (ମଣ୍ଡଳ ପ୍ରଭାରୀ) ଲିଙ୍ଗରାଜ ମଣ୍ଡଳ-କାର୍ତିକ ସୁନ୍ଦରାୟ, ଖଣ୍ଡଗିରି ମଣ୍ଡଳ-ସୁନିଲ ପ୍ରଧାନ; ଏକାମ୍ର (ଗ୍ରାମୀଣ) । ମଣ୍ଡଳ-ତାପସ ଦଳେଇ, ରାଜାରଣୀ ମଣ୍ଡଳ-ପ୍ରଶାନ୍ତ ନାୟକ, ଶ୍ରୀରାମ ମଣ୍ଡଳ-ଅସିତ୍ ମହାନ୍ତି; ନୟାପଲ୍ଲୀ ମଣ୍ଡଳ। ମନୋରଂଜନ ସ୍ୱାଇଁ, ବୁଦ୍ଧିଶ୍ଵରୀ ମଣ୍ଡଳ-ପ୍ରଶାନ୍ତ କୁମାର ମହାନ୍ତି, ବନଦୁର୍ଗା ମଣ୍ଡଳ-ଆଶିଷ ମହାପାତ୍ର, ଶ୍ରୀକୃଷ୍ମ ମଣ୍ଡଳ-ବିନୟ ରାଉତ, ବାଣୀବିହାର ମଣ୍ଡଳ-ସୁଶାନ୍ତ ଜେନା; ଚନ୍ଦ୍ରଶେଖର ମଣ୍ଡଳ-ବସନ୍ତ କୁମାର ରାଉତ, ଭତର (ଗ୍ରାମୀଣ) ମଣ୍ଡଳ-ନବ ବେହେରା ।

(ସ୍ଥାୟୀ କାର୍ଯ୍ୟକାରିଣୀ ସଦସ୍ୟ) ରାମଚନ୍ଦ୍ର ରଣସିଂହ, ସୁରେନ୍ଦ୍ର ପ୍ରଧାନ, ଅମରଜ୍ୟୋତି ଜଗଦେବ, ଅରୁଣ । ପୁରୋହିତ, ଶଶୀପ୍ରଭା ରଥ, ଫିରୋଜ ଖାନ, ସନ୍ତୋଷ ଜେନା, ଜଗନ୍ନାଥ ବେହେରା, ଅଞ୍ଜନ ନାଥ, ଦାମୋଦର ବେହେରା, ବିଜୟ କୁମାର ରାଉତ, ଜିତେନ୍ଦ୍ର ମହାନ୍ତି, ମନ୍ଦାକିନୀ ପାତ୍ର, ରଶ୍ମୀରଞ୍ଜନ ମହାପାତ୍ର, ଆଲୋକ ସେଠୀ, ଗଙ୍ଗାରାମ ସୋରେନ, ଶାହାଜାନ ଖାନ, ରଶ୍ମୀରଞ୍ଜନ ମୁଦୁଲୀ, ବିକ୍ରମ ପ୍ରଧାନ ।

( ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟ) ସମାର ମହାନ୍ତି, ମାନସ ମହାନ୍ତି, ଅପରାଜିତା ଷଡ଼ଙ୍ଗୀ, ପୃଥ୍ବୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଜଗନ୍ନାଥ ପ୍ରଧାନ, ଦିଲୀପ ମହାନ୍ତି, ହରେକୃଷ୍ଣ ଖୁଟିଆ, ନିରଞ୍ଜନ ମିଶ୍ର, ନିୟତି ଗିରି, ଭର୍ମିଳା ମହାପାତ୍ର, କାନନବାଲା ପଟ୍ଟନାୟକ, ରତିକାନ୍ତ ଦାସ, ସୁଜିତ କୁମାର ଦାସ୍, ଜୟନ୍ତ ଜେନା, ବିଶ୍ବଭାନୁ ପଟ୍ଟନାୟକ, ସୁଶାନ୍ତ ସାବତ, ସଚିଦାନନ୍ଦ ନାୟକ, ଗଦାଧର ସୁନ୍ଦରାୟ, ରଘୁନାଥ ମହାନ୍ତି, ରାଜେନ୍ଦ୍ର ପଣ୍ଡା, କୈଳାସ ଜେନା, ଅଶୋକ ସେଠୀ, ସୁନୀଲ ପ୍ରଧାନ, ମନୋଜ କୁମାର ପଣ୍ଡି ମକବାଟ, କୈଳାସ ରଥ, ସୁଭାସିନୀ ପୃଷ୍ଟି, ଅର୍ପିତା ବଡଜେନା, ସୁନୀଲ ସ୍ୱାଇଁ, ଆଶୁତୋଷ ବେହେରା, ସୁଜିତ ସାହୁ, ସମରଜିତ୍ ମହାନ୍ତି, ରାଣା ପୃଥୀରାଜ, ଶତରୂପା ମିଶ୍ର, ପଦ୍ମାବତୀ ଜେନା । 

କୋଭିତ୍ ମହାମାରୀ ସମୟରେ ସମସ୍ତ ପଦାଧୁକାରୀ, ମୋର୍ଚ୍ଚା ସଭାପତି ଓ ପ୍ରଭାରୀ, ମଣ୍ଡଳ ସଭାପତି ଓ ପ୍ରଭାରୀ, ସ୍ଥାୟୀ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟମାନେ ନିଜେ ସୁରକ୍ଷିତ ରହିବା ସହ ନିଜ ନିଜ ଅଂଚଳରେ । ସେବା କାର୍ଯ୍ୟ ନିଷ୍ଠାର ସହ କରିବାକୁ ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ।


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget