ଭୁବନେଶ୍ୱର, ଓଡ଼ିଶା ବିଧାନସଭା ସଚିବାଳୟର ବରିଷ୍ଠ ବ୍ୟକ୍ତିଗତ ସହାୟକ ଶ୍ରୀ ଘନଶ୍ୟାମ ସାହୁଙ୍କ ସରକାରୀ ଚାକିରିରୁ ଅବସର ଗ୍ରହଣ ଅବସରରେ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସଂପୂର୍ଣ୍ଣ କେଭିଡ୍ କଟକଣା ନିୟମ ଅନୁସାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ ବିଧାନସଭା ସଚିବ ଦାଶରଥୀ ଶତପଥୀ ଯୋଗଦେଇ ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବଦ୍ଧିତ କରିଥିଲେ । ଶ୍ରୀ ସାହୁଙ୍କର ବୃତ୍ତିଗତ ଦକ୍ଷତା, ସରଳତା ଓ କର୍ଭବ୍ୟ ପରାୟଣତାର ଭୁରିଭୁରି ପ୍ରଶଂସା କରିଥିଲେ । ତାଙ୍କର ଅବସରକାଳୀନ ଜୀବନ ସୁଖମୟ ହେଉ ବୋଲି କାମନା କରାଯାଇଥିଲା । ଏହି ଉତ୍ସବରେ ବିଧାନସଭାର ବରିଷ୍ଠ ପଦାଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ସଚିବାଳୟର ବରିଷ୍ଠ ବ୍ୟକ୍ତିଗତ ସହାୟକ ଶ୍ରୀ ଘନଶ୍ୟାମ ସାହୁଙ୍କ ସରକାରୀ ଚାକିରିରୁ ଅବସର ଗ୍ରହଣ

Post a Comment