loading...

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବ୍ରହ୍ମପୁର ମଣ୍ଡଳର ନୂତନ ପରିସର ଉଦ୍‌ଘାଟିତ

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବ୍ରହ୍ମପୁର ମଣ୍ଡଳର ନୂତନ ପରିସର ଉଦ୍‌ଘାଟିତ

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବ୍ରହ୍ମପୁର ମଣ୍ଡଳର ନୂତନ ପରିସର ଉଦ୍‌ଘାଟିତ

ବ୍ରହ୍ମପୁର,ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ବ୍ରହ୍ମପୁର ମଣ୍ଡଳ କାର୍ଯ୍ୟାଳୟର ନୂତନ ପରିସର ଏବଂ ପିଏବି ଲୋନ୍ ପଏଣ୍ଟ (ପିଏଲପି) ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ସଞ୍ଜୀବ ଭରଦ୍ଵାଜଙ୍କ ଦ୍ଵାରା ବ୍ରହ୍ମପୁରସ୍ଥିତ ଟାଟା ବେଞ୍ଜ ସ୍କୋୟାର ଠାରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ମଣ୍ଡଳର ମଣ୍ଡଳ ମୁଖ୍ୟ ଓ ସହାୟକ ମହାପ୍ରବନ୍ଧକ ବାଲୁଙ୍କେସ୍ଵର ମିଶ୍ର ଏବଂ ପିଏପି ମୁଖ୍ୟ ଓ ସହାୟକ ମହାପ୍ରବନ୍ଧକ କେ.ପି ସାମନ୍ତରାୟ ମଧ୍ୟ ଉପସ୍ଥିତ ଥିଲେ । ରାଜ୍ୟର ୯ଟି ଜିଲ୍ଲାକୁ ନେଇ ଗଠିତ ପିଏନ୍‌ବି, ବ୍ରହ୍ମପୁର ମଣ୍ଡଳ କାର୍ଯ୍ୟାଳୟ ଅଧୁନରେ ଦକ୍ଷିଣ ଓଡିଶାର ୫୦ଟି ଶାଖା ଅନ୍ତର୍ଭୁକ୍ତ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget