loading...

ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନର ସ୍ମାରକୀ ପବିତ୍ର ବିଜୟ ମଶାଲକୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ସ୍ଵାଗତ

ଆଜି ସକାଳେ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନର ସ୍ମାରକୀ ପବିତ୍ର ବିଜୟ ମଶାଲକୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମର ହକି କମ୍ପିକ୍ସକୁ ଅଣାଯାଇଥିଲା

ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନର ସ୍ମାରକୀ ପବିତ୍ର ବିଜୟ ମଶାଲକୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ସ୍ଵାଗତ

ଭୁବନେଶ୍ବର, ଆଜି ସକାଳେ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନର ସ୍ମାରକୀ ପବିତ୍ର ବିଜୟ ମଶାଲକୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମର ହକି କମ୍ପିକ୍ସକୁ ଅଣାଯାଇଥିଲା । ଏହାକୁ ଭାରତୀୟ ହକି ଦଳର ପୂର୍ବତନ ଅଲିମ୍ପିକ୍ ଖେଳାଳି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ତଥା ଲାଜାରସ୍ ବାର୍ଲା ଶ୍ରଦ୍ଧା ଓ ସମ୍ମାନର ସହ ଗ୍ରହଣ କରିଥିଲେ । ୧୯୭୧ ଯୁଦ୍ଧର ବୀର ଯବାନମାନଙ୍କ ସୁତିଚାରଣ କରିବା ସହ ବୀର ଯୋଦ୍ଧାମାନଙ୍କ ବୀରତ୍ବ ଓ ସଫଳତା ପାଇଁ ଆମେ ଗର୍ବିତ ବୋଲି ପଦ୍ମଶ୍ରୀ ଶ୍ରୀ ତିର୍କୀ ପ୍ରକାଶ କରିଥିଲେ । ଏଥିସହ ଏଠାରେ ଆଗାମୀ ଜୁନିଅର ବିଶ୍ୱ ହକି ଚମ୍ପିୟାନସିପ୍‌ରେ ଅଂଶ ଗ୍ରହଣ କରିବାକୁ ଥିବା ପୁରୁଷ ଓ ମହିଳା ଦଳର ହକି ଖେଳାଳିମାନେ ମଧ୍ୟ ଉପସ୍ଥିତ ରହି ସ୍ୱର୍ଣ୍ଣିମ ବିଜୟ ମଶାଳକୁ ସମ୍ମାନ ପ୍ରଦର୍ଶନ କରିଥିଲେ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget