ଭୁବନେଶ୍ୱର, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ଭୁବନେଶ୍ଵର ସର୍କଲ କାର୍ଯ୍ୟାଳୟ ପକ୍ଷରୁ ସର୍କଲ ମୁଖ୍ୟ ପରେଶ ଦାସଙ୍କ ଅଧ୍ୟକ୍ଷତାରେ ଖୋର୍ଦ୍ଧାସ୍ଥିତ ନିଳକଣ୍ଠପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ସାମାଜିକ ଦାୟିତ୍ବବୋଧତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଞ୍ଜଳୀ, ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଦ୍ବାରା ନିଆଯାଇଥିବା ଏକ ପଦକ୍ଷେପ ଯାହା ସମଗ୍ର ଦେଶରେ ସମ୍ପ୍ରଦାୟ ତଥା ଘରୋଇ କ୍ଷେତ୍ରର ଯୋଗଦାନ ମାଧ୍ୟମରେ ବିଦ୍ୟାଳୟଗୁଡିକୁ ମଜବୁତ କରିପାରିବ । ଏହି ପଦକ୍ଷେପ ବିଦ୍ୟାଳୟଗୁଡିକୁ ଭାରତୀୟ ଡିଆସପେରାର ବିଭିନ୍ନ ସ୍ୱେଚ୍ଛାସେବୀ ଯଥା: ଯୁବ ବୃତ୍ତିଗତ, ଅବସରପ୍ରାପ୍ତ ଶିକ୍ଷକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ଅବସରପ୍ରାପ୍ତ ବୃତ୍ତିଗତ ଏବଂ ଅନ୍ୟମାନଙ୍କ ସହ ସଂଯୋଗ କରିବ।
ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ପକ୍ଷରୁ ସାମାଜିକ ଦାୟିତ୍ବବୋଧତା କାର୍ଯ୍ୟକ୍ରମ

Post a Comment