loading...

ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ଯୋଡି ହେଲା ସମ୍ ଅଲ୍ଟିମେଟ୍ ମେଡିକେୟାର

ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ) ପକ୍ଷରୁ ଗୁରୁବାର ଆୟୋଜିତ ଏକ ରକ୍ତଦାନ ଶିବିରରେ ୬୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି

ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ଯୋଡି ହେଲା ସମ୍ ଅଲ୍ଟିମେଟ୍ ମେଡିକେୟାର

ଭୁବନେଶ୍ୱର, ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ) ପକ୍ଷରୁ ଗୁରୁବାର ଆୟୋଜିତ ଏକ ରକ୍ତଦାନ ଶିବିରରେ ୬୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ସହଯୋଗରେ ଆୟୋଜିତ ଏହି ଶିବିରରେ ସମର ଡାକ୍ତର ଓ କର୍ମଚାରୀ ରକ୍ତଦାନ କରିଥିଲେ । ପ୍ରାୟ ୩ ଘଟା ଧରି ଜାରି ରହିଥିବା ରକ୍ତଦାନ ଶିବିର – “ବଣେଡ୍ ବାଏ ବୃଡ" ଅଭିଯାନକୁ ଆଇଏଏସ୍ ଆଣ୍ଡ ସମ୍ ହସ୍ପିଟାଲର ପିଜି ଡିପାର୍ଟମେଟ୍ ଅଫ୍ ଟ୍ରାନ୍ସଫୁସନ୍ ମେଡିସିନ୍ ର ଡାକ୍ତର, ପିଜି ଛାତ୍ରଛାତ୍ରୀ, ନର୍ସ, ଟେକ୍ସିସିଆନ୍, କାଉନ୍‌ସେଲର ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ପରିଚାଳନା କରିଥିଲେ ।

ସଗମ୍ବର ସିଇଓ ଡଃ ଶ୍ଵେତପଦ୍ମା ଦାଶ, ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର, ଡେପୁଟି ମେଡିକାଲ ସୁପରିଟେଣ୍ଡେଟ ଡାକ୍ତର ଆନନ୍ଦ ମିଶ୍ର, ରେଡିଏସନ୍ ଅଙ୍କୋଲୋଜି ବିଭାଗର କସଟ୍ୟଟ ଡାକ୍ତର ଚିର ରଞ୍ଜନ ଖାଡେଙ୍ଗା, ଏମର୍ଜନ୍ତି ଫିଜିସିଆନ୍ ଡାକ୍ତର ଜ୍ୟୋତି ରଞ୍ଜନ ଝୁଟିଆ, ପ୍ରୋସେସିସ୍ ଆଣ୍ଡ ଅର୍ଥୋଟିକ୍ସ ବିଭାଗର ଇନ୍‌ଚାର୍ଜ ଡାକ୍ତର ଭବାନୀ ଶଙ୍କର ନାୟକ, ଫିଜିଓଥେରାପି ବିଭାଗର ଡାକ୍ତର ପ୍ରିୟବ ସାଇଁ ଓ ଅନ୍ୟାନ୍ୟ ଡାକ୍ତର ଓ ପାରାମେଡିକ୍ସ ରକ୍ତଦାନ କରିଥିଲେ । ସମ୍ ହସ୍ପିଟାଲ୍‌ର ଟ୍ରାନ୍ସଫୁସନ୍ ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ଗିରିଜା ନନ୍ଦିନୀ କାନୁନ୍‌ଗୋ ଶିବିର ପରିଚାଳନା କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget