loading...

ସମ୍ ଅଲିମେଟ୍ ମେଡିକେୟାରରେ ବିଶ୍ଵ କର୍କଟ ଦିବସ ପାଳିତ

ସମ୍ ଅଲିମେଟ ମେଡିକେୟାରିରେ ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି । ଏହି ଦିବସକୁ କେକ୍ କାଟି ସତନ୍ତ୍ର ଭାବେ ପାଳନ କରାଯାଇଛି

ସମ୍ ଅଲିମେଟ୍ ମେଡିକେୟାରରେ ବିଶ୍ଵ କର୍କଟ ଦିବସ ପାଳିତ

ଭୁବନେଶ୍ୱର, ସମ୍ ଅଲିମେଟ ମେଡିକେୟାରିରେ ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି । ଏହି ଦିବସକୁ କେକ୍ କାଟି ସତନ୍ତ୍ର ଭାବେ ପାଳନ କରାଯାଇଛି । ଏହି କେକ୍ କାଟିବା କାର୍ଯ୍ୟକ୍ରମରେ ସମ୍ ଅଲିମେଟ୍ ମେଡିକେୟାରର ସିଇଓ ଡକ୍ଟର ଶ୍ଵେତପଦ୍ମା ଦାଶ, ଚିଫ୍ ଅଫ୍ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର ଡାକ୍ତର ବିରାଜ ମୋହନ ମିଶ୍ର, ଅସ୍କୋ ସର୍ଜରୀ ବିଭାଗର କସଟ୍ୟଟ ଡାକ୍ତର ଜିଜ୍ଞାସୁ ମହାନ୍ତି, ମେଡିକାଲ୍ ଅଙ୍କୋଲୋଜି ବିଭାଗର ସିନିୟର କସଟ୍ୟଟ ଡାକ୍ତର ପ୍ରିୟା ପି. ନାୟକ, ରେଡିଏସନ୍ ଅଙ୍କୋଲୋଜି ବିଭାଗର କସଟ୍ୟଟ ଡାକ୍ତର ଚିର ରଞ୍ଜନ ଖାଡେଙ୍ଗା, ରେଡିଏସନ୍ ଅଙ୍କୋଲୋଜି ବିଭାଗର ଆସୋସିଏଟ୍ କସଟ୍ୟଟ ଡାକ୍ତର ଶୁଭାଶିଷ ମିଶ୍ର ଅନ୍ୟ ବିଭାଗର ବରିଷ୍ଠ ଡାକ୍ତର, କାର୍ଯ୍ୟକର୍ତ୍ତା ଓ କର୍ମକର୍ତାମାନେ ଉପସ୍ଥିତ ଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget