loading...

ବିଓଆଇ ପକ୍ଷରୁ ଟ୍ରାଫିକ ବ୍ୟାରିକେଡ୍‌ ପ୍ରଦାନ

ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ଟ୍ରାଫିକ ସଚେତନତା ଏବଂ ବ୍ୟାଙ୍କର ପ୍ରଚାର ଓ ପ୍ରସାର ପାଇଁ ୨୪ଟି ଟ୍ରାଫିକ ବ୍ୟାରିକେଡ୍‌ ପ୍ରଦାନ

ବିଓଆଇ ପକ୍ଷରୁ ଟ୍ରାଫିକ ବ୍ୟାରିକେଡ୍‌ ପ୍ରଦାନ


ଭୁବନେଶ୍ବର, ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ଟ୍ରାଫିକ ସଚେତନତା ଏବଂ ବ୍ୟାଙ୍କର ପ୍ରଚାର ଓ ପ୍ରସାର ପାଇଁ ୨୪ଟି ଟ୍ରାଫିକ ବ୍ୟାରିକେଡ୍‌ ପ୍ରଦାନ କରାଯାଇଛି ଯାହା ଭୁବନେଶ୍ବରର ବିଭିନ୍ନ ଟ୍ରାଫିକ ଚେକ୍‌ ପୋଷ୍ଟରେ ସ୍ଥାପନ କରାଯିବ । ଏହି ଅବସରରେ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ପ୍ରିୟବ୍ରତ ପଟ୍ଟନାୟକ ଟ୍ରାଫିକ ଏସିପି ସ୍ଵସ୍ତିକ ପଣ୍ଡାଙ୍କୁ ଟ୍ରାଫିକ ବ୍ୟାରିକେଡ୍ ହସ୍ତାନ୍ତର କରିଥିଲେ । ଶ୍ରୀ ପଣ୍ଡା ଏହିପରି ପଦକ୍ଷେପ ପାଇଁ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ କୃତଜ୍ଞତା ଜଣାଇଛନ୍ତି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget